ଘାତକ ସାଜୁଛି ନୂଆ କୋଭିଡ ଭାରିଆଣ୍ଟ: ଆକ୍ରାନ୍ତ ହେଲେ ଆଖିର ରଙ୍ଗ ହେଉଛି ଗୋଲାପୀ

ଘାତକ ସାଜୁଛି କରୋନା । କୋଭିଡର ନୂଆ ଭାରିଆଣ୍ଟରେ ଆକ୍ରାନ୍ତ ହେଲେ ଆଖି ଗୋଲାପୀ ରଙ୍ଗର ଦେଖାଦେଉଛି । ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସତର୍କ କରାଯାଇଛି ।

ନୂଆଦିଲ୍ଲୀ : ଘାତକ ସାଜୁଛି କରୋନା । କୋଭିଡର ନୂଆ ଭାରିଆଣ୍ଟରେ ଆକ୍ରାନ୍ତ ହେଲେ ଆଖି ଗୋଲାପୀ ରଙ୍ଗର ଦେଖାଦେଉଛି । ଏ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସତର୍କ କରାଯାଇଛି । ଓମିକ୍ରନ୍‌ର ନୂଆ ଭାରିଆଣ୍ଟ XBB.1. 16 ବା Arcturus ଆଖିକୁ ଗୋଲାପୀ ରଙ୍ଗ କରିଦେଉଛି । କୋଭିଡ ଯୋଗଁ ଆଖି ସଂକ୍ରମଣ ହେଉଛି । ଦେଶରେ ବାହାରୁଥିବା ୧୦ଟି କରୋନା ମାମଲାରୁ ଗୋଟିଏ XBB.1. 16 ଭାରିଆଣ୍ଟ ଦେଖାଦେଉଛି । ତେଣୁ ଗୋଲାପୀ ରଙ୍ଗର ଆଖି ଦେଖାଗଲା ଆଲାର୍ଜି ଭାବି ଅବହେଳା ନ କରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ସତର୍କ କରିଛନ୍ତି । ଭ୍ୟାକସିନ କିମ୍ବା ବୁଷ୍ଟର ଡୋଜ ନେଇନଥିବା ବ୍ୟକ୍ତଙ୍କୁ ନୂଆ ଭାରିଆଣ୍ଟ ଶୀଘ୍ର ସଂକ୍ରମିତ କରୁଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.