କାବୁଲ ବିସ୍ଫୋରଣରେ ବ୍ୟବହାର ହୋଇଥିଲା ପ୍ରାୟ ୧୨ କେଜିର ବିସ୍ଫୋରକ, ଯାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା

ନୂଆଦିଲ୍ଲୀ : କାବୁଲରେ ଆତ୍ମଘାତୀ ବିସ୍ଫୋରଣର ଆସିଲା ଆଉ ଏକ ସାଂଘାତିକ ତଥ୍ୟ । ବିସ୍ଫୋରଣରେ ବ୍ୟବହାର ହୋଇଥିଲା ପ୍ରାୟ ୧୨ କିଲୋଗ୍ରାମର ବିସ୍ଫୋରକ । ଏତେବଡ଼ ବିସ୍ଫୋରଣରେ ପ୍ରାଣ ହରାଇଲେଣି ୧୮୦ରୁ ଅଧିକ । ସମସ୍ତ ସୂଚନା ସତ୍ତ୍ୱେ କେମିତି ଏତେ ବଡ଼ ବିସ୍ଫୋରଣ ହେଲା, ସେନେଇ ସାରା ବିଶ୍ୱରେ ଚର୍ଚ୍ଚା । ଲୋକଙ୍କ ଗଳହି ମଧ୍ୟରେ କେମିତି ୧୨ କେଜିର ବିସ୍ଫୋରକ ନେଇ ଆତଙ୍କୀ ଆସିପାରିଲା ।

ତାହାର ସୂଚନା କେମିତି ସୁରକ୍ଷାକର୍ମୀ ପାଇପାରିଲେନି ? ଗୁଇନ୍ଦା ରିପୋର୍ଟ ଥିବା ସତ୍ତ୍ୱେ ଗହଳି ଭିତରକୁ ଆତଙ୍କୀ କେମିତି ଆସିଲା ? ୧୨ କେଜି ବିସ୍ଫୋରକ ସାଥିରେ ଆଣିଲା କେମିତି ? ଏହାକୁ ନେଇ ବଡ଼ ପ୍ରଶ୍ନ ଉଠିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.