ଟ୍ରେନ୍‌ରେ‘‘ମୁଝ୍‌କୋ ରାଣା ଜି ମାଫ୍‌ କରନା’’ଗୀତରେ ଯୁବକ କଲେ ଦମ୍‌ଦାର ଡ୍ୟାନ୍ସ, ଦେଖନ୍ତୁ ଭାଇରାଲ ଟିକ୍‌ଟକ୍‌ ଭିଡିଓ

ଲୋକଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ଦୁନିଆ ସାମ୍ନାକୁ ଆଣିବାରେ ଟିକ୍‌ଟକ୍‌ ବର୍ତ୍ତମାନ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଲୋକମାନେ ମଧ୍ୟ ଏହି ଆପ୍‌ଙ୍କୁ ଖୁବ୍‌ ପସନ୍ଦ କରିଛନ୍ତି। ମନୋରଞ୍ଜନ ପାଇଁ ହେଉ କିମ୍ବା ନିଜର ପ୍ରତିଭାକୁ ଦର୍ଶାଇବାକୁ ଟିକ୍‌ଟକ୍‌ ଏବେ ବିଶେଷ ଆକର୍ଷଣ ପାଲଟିଛି। ଏବେ ଟିକ୍‌ଟକ୍‌ରେ ପୁଣି ସେହିଭଳି ଏକ ଭିଡିଓ ଚର୍ଚ୍ଚାର ପରିସରକୁ ଆସିଛି। ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଏହାସହ ପଢ଼ନ୍ତୁ: ବିରାଟ କୋହଲି ପ୍ରକୃତରେ ଜଣେ କ୍ରିକେଟର୍‌ ନୁହେଁ, ଦେଖନ୍ତୁ ତାଙ୍କ ଅସଲ ରୂପ

ଭିଡିଓରେ ମେଟ୍ରୋ ଟ୍ରେନ୍‌ରେ ଜଣେ ଯୁବକ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ‘କରଣ-ଅର୍ଜୁନ’ ଫିଲ୍ମର ‘‘ମୁଝକୋ ରାଣା ଜି ମାଫ୍‌ କରନା’’ ଗୀତରେ ଯୁବକ ଜଣକ ଖୁବ୍‌ ସୁନ୍ଦର ଡ୍ୟାନ୍ସ କରିଛନ୍ତି। ଦର୍ଶକମାନେ ମଧ୍ୟ ଏହାକୁ ପସନ୍ଦ କରିଛନ୍ତି।

ଦେଖନ୍ତୁ ଭିଡିଓ:

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.