ବାବର ଖାଲସାର ଦୁଇ ଆତଙ୍କବାଦୀ ଦିଲୱାର ସିଂ ଓ କୁଲୱନ୍ତ ସିଂ ଦିଲ୍ଲୀରୁ ଗିରଫ

ନୂଆଦିଲ୍ଲୀ: ବାବର ଖାଲସାର ଦୁଇ ଆତଙ୍କବାଦୀ ଦିଲୱାର ସିଂ ଓରଫ୍‌ ଭୂପିନ୍ଦର ଓ କୁଲୱନ୍ତ ସିଂକୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୬ଟି ପିସ୍ତଲ ଓ ୪୦ଟି କାଟ୍ରିଜ ଜବତ୍‌ କରାଯାଇଛି ।

ଆତଙ୍କବାଦୀ ଓ ଦିଲ୍ଲୀ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଉତ୍ତର-ପଶ୍ଚିମ ଦିଲ୍ଲୀରୁ ଏମାନଙ୍କୁ ଗିରଫ କରାଯାଇଛି। ସେମାନେ ପଞ୍ଜାବରେ ବହୁ ଅପରାଧିକ ମାମଲାରେ ଜଡ଼ିତ ଥିଲେ । ସେମାନେ ପୋଲିସ ପାଇଁ ମୋଷ୍ଟ ଓ୍ଵାଣ୍ଟେଡ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.