ଖୁବ ଶୀଘ୍ର ହେବ ୧୨-୧୮ ବର୍ଷ ପିଲାଙ୍କୁ ଟିକାକରଣ, ଜାଇଡସ କାଡିଲାର କରୋନା ଟିକାକୁ ମିଳିବ ମଞ୍ଜୁରୀ

କେନ୍ୟୁଜ୍(ବ୍ୟୁରୋ):  ଖୁବ ଶୀଘ୍ର ପିଲାଙ୍କୁ ହେବ ଟିକାକରଣ । ୧୨ ରୁ ୧୮ ବର୍ଷ ପିଲାଙ୍କ ପାଇଁ ଜାଇଡସ କାଡିଲାର କରୋନା ଟିକାକୁ ମିଳିବ ମଞ୍ଜୁରୀ । ଭାକସିନ୍‌ ନୀତିକୁ ନେଇ ସୁପ୍ରିମକୋର୍ଟରେ ଏକ ରିପୋର୍ଟ ଦାଖଲ କରିଛନ୍ତି କେନ୍ଦ୍ର ସରକାର ।

ଜାଇଡସ୍‌ କାଡିଲାର ଏହି କରୋନା ଟିକାର କ୍ଲିନିକାଲ ଟ୍ରାଏଲ ଶେଷ ହୋଇଛି । ସେପଟେ ୨ରୁ ୧୮ ବର୍ଷର ପିଲାଙ୍କ ପାଇଁ କୋଭାକ୍ସିନର କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.