ରାଜଧାନୀରେ ଛାତ୍ରୀଙ୍କୁ ଗୁଳିମାଡ଼ ଘଟଣାରେ ନୂଆ ଟ୍ଵିଷ୍ଟ, ବୟଫ୍ରେଣ୍ଡର ଚୋରା ବନ୍ଧୁକ ସହ ଖେଳୁ ଖେଳୁ ଫୁଟିଲା ଗୁଳି, ପ୍ରେମିକା ଆହତ,ଗିରଫ ହେଲା ବୟଫ୍ରେଣ୍ଡ୍‌ ଆଶିଷ ନାୟକ

ରାଜଧାନୀରେ ଛାତ୍ରୀଙ୍କୁ ଗୁଳିମାଡ଼ ଘଟଣାରେ ନୂଆ ଟ୍ଵିଷ୍ଟ । ଗୁଳିକାଣ୍ଡ ନୁହେଁ ବରଂ ଆକ୍ସିଡେଣ୍ଟାଲ । ଗିରଫ ହୋଇଛି ଅଭିଯୁକ୍ତ ବୟଫ୍ରେଣ୍ଡ୍‌ ଆଶିଷ ନାୟକ । ଏନେଇ ସୂଚନା ଦେଇଛନ୍ତି ଡିସିପି ଅନୁପ ସାହୁ । ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ଅପରାଧୀ । ଛାତ୍ରୀ ଜଣଙ୍କ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏବଂ ବିପଦ ମୁକ୍ତ ଥିବା କହିଛନ୍ତି ପୋଲିସ କମିଶନର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.