Browsing Tag

firing case

ଯୁବକଙ୍କୁ ଗୁଳିମାଡ଼ ଘଟଣା: ସାମାନ୍ୟ ବଚସାରୁ ହୋଇଥିଲା ଫାୟାରିଂ, ୪ ଅଟକ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଶୋଭାରାମପୁରରେ ଗତକାଲି ରାତିରେ ଯୁବକଙ୍କ ଉପରକୁ ହୋଇଥିବା ଗୁଳିମାଡ଼ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ୍‌। ଏହି ଘଟଣାରେ ପୋଲିସ୍ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ପ୍ରାଥମିକ ତଦନ୍ତରୁ କଥା କଟାକଟିରୁ ଏହି ଗୁଳି କାଣ୍ଡ…

ମହିଳା ସହକର୍ମୀଙ୍କୁ ଗୁଳି କରି ନିଜେ ନିଜ ମୁଣ୍ଡରେ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ପୋଲିସ ଇନ୍ସପେକ୍ଟର

ମଧ୍ୟ ପ୍ରଦେଶ: ଜଣେ ପୋଲିସ ଇନ୍ସପେକ୍ଟର ନିଜର ଜଣେ ମହିଳା ସହକର୍ମୀ ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟରଙ୍କୁ ଗୁଳି କରି ନିଜେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ଘଟଣାଟି ପ୍ରକୃତରେ ମଧ୍ୟ ପ୍ରଦେଶରେ ଘଟିଥିବା ଜଣାଯାଇଛି । ଇନ୍ଦୋର ପୋଲିସ କଣ୍ଟ୍ରୋଲ ରୁମ ଅଧୀନରେ ଏହି ଘଟଣାଟି ଘଟିଥିବା…

ସାମାନ୍ୟ ବଚସାରୁ ଗୁଳି ମାଡ଼, ଦୋକାନୀ ଗୁରୁତର ଆହତ

ଘଟଗାଁ (କେନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଖଡିବାହାଳି ଛକରେ ଜଣେ ଦୋକାନୀଙ୍କୁ ଗୁଳିମାଡ଼ ହୋଇଛି। ସୂଚନା ଅନୁଯାୟୀ ଖଡିବାହାଳି ଛକରେ ଜଗବନ୍ଧୁ ମହାପାତ୍ରଙ୍କର ଏକ ଦୋକାନ ରହିଛି। ଗତକାଲି ରାତିରେ ଜଗବନ୍ଧୁ ଦୋକାନ ବନ୍ଦ କରିବା ସମୟରେ ଦୁଇଜଣ ଯୁବକ ଦୋକାନକୁ ଯାଇ…

ରାଜନୈତିକ ହିଂସାରୁ କେନ୍ଦ୍ରାପଡାରେ ଗର୍ଜିଲା ଗୁଳି, ବାପା ମୃତ ପୁଅ ଓ ସ୍ତ୍ରୀ ଗୁରୁତର

କେନ୍ଦ୍ରାପଡା(କେନ୍ୟୁଜ୍): ଦିନ ଦ୍ୱିପ୍ରହରରେ ଘରୁ ଡାକି ଗୁଳିମାଡ଼ । କେନ୍ଦ୍ରାପଡ଼ା ମହାକାଳପଡ଼ାରେ ଦୁର୍ବତ୍ତଙ୍କ ଗୁଳିମାଡ଼ରେ ବାପା ମୃତ, ମାଆ ଓ ପୁଅ ଗୁରୁତର । ମୃତ ବ୍ୟକ୍ତିଙ୍କ ନାଁ ଅରବିନ୍ଦ ମିଶ୍ର । ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମହାକାଳପଡ଼ା ବବକରପୁରରେ ଗୁଳିକାଣ୍ଡ…

ବାଲେଶ୍ବର ଝିଙ୍କିରିଆ ଛକ ଗୁଳିକାଣ୍ଡ ଘଟଣା: ଆଉ ୨ ଅଭିଯୁକ୍ତଙ୍କୁ ଗରିଫ କରି କୋର୍ଟ ଚାଲାଣ କଲା ପୋଲିସ୍

ବାଲେଶ୍ବର(କେନ୍ଯୁଜ୍): ବାଲେଶ୍ବର ସଦର ଥାନା ହଳଦିପଦା ଅଞ୍ଚଳର ଝିଙ୍କିରିଆ ଛକ ନିକଟରେ ଗୁଳିକାଣ୍ଡ ଘଟଣାରେ ଆଉ ଦୁଇଜଣ ଅଭିଯୁକ୍ତଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଛି ସଦର ଥାନା ପୋଲିସ୍ । ତେବେ ସୂଚନା ଥାଉକି ଗତ ୯ ରିଖରେ ଝିଙ୍କିରିଆ ଅଞ୍ଚଳର ପ୍ରିୟକାନ୍ତ ନୟକ ନାମକ ଜଣେ ଯୁବକଙ୍କୁ…

ନାଗାଲାଣ୍ଡରେ ଶୋକ! ଗୁଇନ୍ଦା ସୂଚନା ପାଇ ଆଖିବୁଜା ଗୁଳିକଲା ସୁରକ୍ଷା ବାହିନୀ, ଅକାଳରେ ଟଳି ପଡ଼ିଲେ ୧୩ରୁ ଅଧିକ ସାଧାରଣ…

ନାଗାଲାଣ୍ଡର କୋହିମାଠାରେ ସୁରକ୍ଷା ବାହିନୀର ଆଖିବୁଜା ଗୁଳିରେ ସାଧାରଣ ନାଗରିକଙ୍କ ମୃତ୍ୟୁ ମାମଲା ଧୀରେ ଧୀରେ ବୃଦ୍ଧି ପାଉଛି। ଅଞ୍ଚଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ସେପଟେ ସେନା ତରଫରୁ ଏହି ମାମଲାରେ ଗଭୀର ଦୁଃଖ ପ୍ରକାଶ କରାଯାଇଛି।…

ଭୁବନେଶ୍ବର: ଖୋଲୁଛି ଲଭ୍‌… ରୋମାନ୍ସ … ଫାୟାରିଂର ଗୁମର, ସ୍କାନରରେ ପୁରୁଷ ବନ୍ଧୁ ଆଶିଷ, ରାଜେଶ ଓ…

କେନ୍ୟୁଜ୍(ବ୍ୟୁରୋ):  ଖୋଲୁଛି ଲଭ୍‌... ରୋମାନ୍ସ ... ଫାଇରିଂ ... ଘଟଣାର ଗୁମର । ରହସ୍ୟ ଘେରରେ ଭୁବନେଶ୍ୱରରେ ଯୁବତୀଙ୍କ ଗୁଳିମାଡ଼ ଘଟଣା । ପୋଲିସ ସ୍କାନରରେ ପୁରୁଷ ବନ୍ଧୁ ଆଶିଷ, ତାର ସାଙ୍ଗ ରାଜେଶ ଓ ଯୁବତୀ । ତନାଘନା ପରେ ପୋଲିସ ଜାଣିବାକୁ ପାଇଛି, ଯୁବତୀ ଓ ରାଜେଶ ମଧ୍ୟରେ ଥିଲା…

ରାଜଧାନୀରେ ଛାତ୍ରୀଙ୍କୁ ଗୁଳିମାଡ଼ ଘଟଣାରେ ନୂଆ ଟ୍ଵିଷ୍ଟ, ବୟଫ୍ରେଣ୍ଡର ଚୋରା ବନ୍ଧୁକ ସହ ଖେଳୁ ଖେଳୁ ଫୁଟିଲା ଗୁଳି,…

ରାଜଧାନୀରେ ଛାତ୍ରୀଙ୍କୁ ଗୁଳିମାଡ଼ ଘଟଣାରେ ନୂଆ ଟ୍ଵିଷ୍ଟ । ଗୁଳିକାଣ୍ଡ ନୁହେଁ ବରଂ ଆକ୍ସିଡେଣ୍ଟାଲ । ଗିରଫ ହୋଇଛି ଅଭିଯୁକ୍ତ ବୟଫ୍ରେଣ୍ଡ୍‌ ଆଶିଷ ନାୟକ । ଏନେଇ ସୂଚନା ଦେଇଛନ୍ତି ଡିସିପି ଅନୁପ ସାହୁ । ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ଅପରାଧୀ । ଛାତ୍ରୀ ଜଣଙ୍କ ଏକ ଘରୋଇ ହସ୍ପିଟାଲରେ…

ଖୋର୍ଦ୍ଧା ଗୁଳିକାଣ୍ଡ ଘଟଣା, ଔଷଧ ବ୍ୟବସାୟୀ କୃଷ୍ଣଚନ୍ଦ୍ର ସାହୁଙ୍କ ମୃତ୍ୟୁ

ଖୋର୍ଦ୍ଧା : ଖୋର୍ଦ୍ଧା ଗୁଳିକାଣ୍ଡ ଘଟଣାରେ ଜଣେ ମୃତ। ଔଷଧ ବ୍ୟବସାୟୀ କୃଷ୍ଣଚନ୍ଦ୍ର ସାହୁଙ୍କ ମୃତ୍ୟୁ ହୋଇଛି। ଗତକାଲି ସନ୍ଧ୍ୟାରେ ଡାକ୍ତର ମାନସ ମିଶ୍ର ମେଡିକାଲ ରୋଡରେ ଥିବା କ୍ଲିନିକରେ ରୋଗୀ ଦେଖୁଥିଲେ । ଏତିକିବେଳେ ହଠାତ ତାଙ୍କ ଉପରେ ଗୁଳିମାଡ଼ ହୋଇଥିଲା। ମୁଖା ପିନ୍ଧା ଦୁର୍ବୃତ୍ତ…

ରାଜଧାନୀରେ ଢାବା ମାଲିକଙ୍କୁ ଗୁଳି ମାଡ଼

ଭୁବନେଶ୍ବର(କେନ୍ଯୁଜ୍) : ପୁଣି ଅଶାନ୍ତ ରାଜଧାନୀ ଭୁବନେଶ୍ୱର। ଫୁଟିଲା ଗୁଳି। ଖଣ୍ଡିଗିରି କଳିଙ୍ଗ ଷ୍ଟୁଡିଓ ନିକଟରେ ଜଣେ ଢାବା ମାଲିକଙ୍କ ଉପରକୁ ଗୁଳିମାଡ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିମାଡ ହୋଇଥିବା ଜଣାପଡିଛି। ଆହତ ଢାବା ମାଲିକ ସ୍ମତି ରଞ୍ଜନଙ୍କୁ ଏକ ଘରୋଇ…