ହୁ ହୁ ହୋଇ ଜଳୁଛି ଅର୍ଜୁନପାଣି ଜଙ୍ଗଲ

ହୁ ହୁ ହୋଇ ଜଳୁଛି ଜଙ୍ଗଲ । ଅର୍ଜୁନପାଣି ଜଙ୍ଗଲରେ ନିଆଁ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତହୋରା ପଞ୍ଚାୟତର ପଦମଝରୀ ଠାରୁ ଅର୍ଜୁନ ପାଣି ଯିବା ରାସ୍ତାରେ କଡ଼ରେ ଥିବା ଜଙ୍ଗଲରେ ୨ଦିନ ହେବ ନିଆଁ ଲାଗିରହିଛି ।

ଉମରକୋଟ(କେନ୍ୟୁଜ): ହୁ ହୁ ହୋଇ ଜଳୁଛି ଜଙ୍ଗଲ । ଅର୍ଜୁନପାଣି ଜଙ୍ଗଲରେ ନିଆଁ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତହୋରା ପଞ୍ଚାୟତର ପଦମଝରୀ ଠାରୁ ଅର୍ଜୁନ ପାଣି ଯିବା ରାସ୍ତାରେ କଡ଼ରେ ଥିବା ଜଙ୍ଗଲରେ ୨ଦିନ ହେବ ନିଆଁ ଲାଗିରହିଛି ।

ପ୍ରତିବର୍ଷ ଏଭଳି ଘଟଣା ଘଟୁଥିବା ପରେବି ସଜାଗ ହେଉନାହାନ୍ତି ବନ ବିଭାଗ । ଏପଟେ ରେଞ୍ଜର ଦେବସ୍ମିତା ସାହୁ କହିଛନ୍ତି ନିଆଁ ଲିଭାଇଭା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ ପଠାଯାଇଛି, ଖୁବ୍ ଶୀଘ୍ର ନିଆଁ ଉପେର ଆୟତ୍ତ ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.