କଳିଙ୍ଗ ଷ୍ଟାଡିୟମର ଓଲି ଲ୍ୟାଣ୍ଡ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କନ୍ୟୁଜ୍): ହକି ବିଶ୍ୱକପ ଗ୍ରାଉଣ୍ଡ ଲଢେଇ ପୂର୍ବରୁ କଳିଙ୍ଗ ଷ୍ଟାଡିୟମର ଓଲି ଲ୍ୟାଣ୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଲି ଲ୍ୟାଣ୍ଡ ବୁଲି ଦେଖୁଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କ ସହ ଥିଲେ 5T ସଚିବ ଭି.କେ. ପାଣ୍ଡିଆନ୍‌ ।

ଓଲିଲ୍ୟାଣ୍ଡରୁ ଫେରିବା ବେଳେ ରାସ୍ତାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଦେଖିଥିଲେ ମୁଖ୍ୟମନ୍ତ୍ରୀ। ଗାଡ଼ିରୁ ଓହ୍ଲାଇ ରାସ୍ତାର ଦୁଇପାର୍ଶ୍ୱରେ ହୋଇଥିବା ଆଲୋକୀକରଣକୁ ଦେଖିଥିଲେ। ଏପଟେ କାଲି ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ । ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଭାରତ-ସ୍ପେନ୍‌ ମ୍ୟାଚ୍‌ ଦେଖିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.