ମହାମାରୀ ଆଉ ନୁହେଁ କରୋନା,ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କଲା ଘୋଷଣା

କରୋନା ଆଉ ମହାମାରୀ ହୋଇ ରହିନାହିଁ । ଏମିତି ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) । ତେବେ ଭାବିବା ଉଚିତ୍‌ ନୁହେଁ ଯେ କରୋନା ବିପଦ ଟଳିଯାଇଛି ବୋଲି ମଧ୍ୟ ଚେତାଇ ଦେଇଛି । ତଥାପି ସାବଧାନ ହୋଇ ରହିବାକୁ ପଡିବ ।

ନୂଆଦିଲ୍ଲୀ : କରୋନା ଆଉ ମହାମାରୀ ହୋଇ ରହିନାହିଁ । ଏମିତି ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) । ତେବେ ଭାବିବା ଉଚିତ୍‌ ନୁହେଁ ଯେ କରୋନା ବିପଦ ଟଳିଯାଇଛି ବୋଲି ମଧ୍ୟ ଚେତାଇ ଦେଇଛି । ତଥାପି ସାବଧାନ ହୋଇ ରହିବାକୁ ପଡିବ ।

କୋଭିଡ୍ ଆଉ ଗ୍ଲୋବାଲ ହେଲ୍ଥ ଏମର୍ଜେନ୍‌ସୀ ହୋଇ ରହି ନାହିଁ। ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଏହାସହ ଡବ୍ଲୁଏଚଓ ଚେତାଇ ଦେଇଛି, କୋଭିଡ୍ ବିପଦ ଟଳି ନାହିଁ। ଗତ ସପ୍ତାହରେ ପ୍ରତି ତିନି ମିନିଟରେ ଜଣଙ୍କ ଜୀବନ ନେଇଛି କୋଭିଡ୍।

୨୦୨୦ରେ ଜାନୁଆରୀ ୩୦ରେ କୋଭିଡ୍‌କୁ ଗ୍ଲୋବାର ହେଲଥ ଏମର୍ଜେନସୀ ବୋଲି ଘୋଷଣା କରିଥିଲା ଏଡବ୍ଲଏଚଓ। ପ୍ରାୟ ୩ ବର୍ଷ ପରେ କୋଭିଡ୍ ଆଉ ବଡ଼ ବିପର୍ଯ୍ୟୟ ହୋଇ ରହି ନାହିଁ  ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କିଛିଦିନ ତଳେ କରୋନା ଉପରୁ ମଧ୍ୟ ଭାରତ ସରକାର ସବୁ କଟକଣା ଉଠାଇଥିଲେ ।

Leave A Reply

Your email address will not be published.