୨୮ ଲକ୍ଷ ଟଙ୍କାର ଚାକିରି ଛାଡ଼ି ହେଲେ IAS ଅଫିସର, ପ୍ରଥମ ପ୍ରୟାସରେ ପାଇଲେ ସଫଳତା
ଯଦି ଆପଣଙ୍କୁ ଆପଣଙ୍କ ଚାକିରିରେ ୧ ଲକ୍ଷ ଟଙ୍କାରୁ ବି ଅଧିକ ସାଲାରୀ ଦିଆଯାଏ ହୁଏତ ଆପଣ କେବେ ଏଭଳି ଚାକିିରିକୁ ହାତ ଛଡ଼ା କରିବେନି । କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି ଜଣେ ଯୁବକଙ୍କ ବିଷୟରେ ଜଣାଇବୁ ଯିଏ ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୨୮ ଲକ୍ଷ ଟଙ୍କାର ଚାକିରିକୁ ହାତ ଛଡ଼ା କରିଛନ୍ତି । ଆପଣଙ୍କୁ କଥାଟା ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏଭଳି ଜଣେ ଯୁବକ ଅଛନ୍ତି ଯେ ୨୮ ଲକ୍ଷ ଟଙ୍କା ମିଳୁଥିବା ଚାକିରିକୁ ଛାଡ଼ି…
Read More...