SAIL ରେ ତୁରନ୍ତ କରନ୍ତୁ ଆବେଦନ, ମିଳିବ ୨ ଲକ୍ଷରୁ ଅଧିକ ଦରମା

ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ(SAIL) ତରଫରୁ କନସଲଟାଣ୍ଟ, ମେଡିକାଲ ଅଫିସର, ର୍ସେୟର ସହିତ ଅନ୍ୟ ପଦବୀରେ ଭର୍ତ୍ତି ସୁଯୋଗ । ଏଠାରେ ୧୦୮ ପଦବୀରେ ଭର୍ତ୍ତି ହେବ । ଆବେଦନ କରିବାର ଶେଷ ତାରିଖ ମଇ ୭, ୨୦୨୪ ରହିଛି ।

ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ(SAIL) ତରଫରୁ କନସଲଟାଣ୍ଟ, ମେଡିକାଲ ଅଫିସର, ର୍ସେୟର ସହିତ ଅନ୍ୟ ପଦବୀରେ ଭର୍ତ୍ତି ସୁଯୋଗ । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ sailର ଅଫିସିଆଲ ୱେବସାଇଟ sail.co.in କୁ ଯାଇ ଅନଲାଇନ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ମଇ ୭, ୨୦୨୪ରେ ହେବ । ଏଠାରେ ୧୦୮ ପଦବୀରେ ଭର୍ତ୍ତି ହେବ ।

ପଦବୀ ବିବରଣୀ : ୧୦୮

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ମଇ ୭, ୨୦୨୪ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ଆଇଟିଆଇ, ଡିପ୍ଲୋମା, ବିଇ/ବିଟେକ, ଏମସିଏଚ/ଡିଏମ/ଡିଏନବି, ଏମବିବିଏସ ପାସ୍‌ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୮ରୁ ୪୪ ବର୍ଷ ମଧ୍ୟରେ ହେବା ଜରୁରୀ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସକୁ ୨୫.୦୭୦ ଟଙ୍କାରୁ ୨,୪୦,୦୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ କମ୍ପ୍ୟୁଟର ଆଧାରିତ ଟେଷ୍ଟ, ସାକ୍ଷାତକାର, ଟ୍ରେଡ ଟେଷ୍ଟ ଆଧାରରେ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.