SBI ରେ ଖାଲିପଡିଛି ୮୭୭୩ ପଦବୀ, ତୁରନ୍ତ କରନ୍ତୁ ଆବେଦନ

SBI ରେ ୮୦୦୦ରୁ ଅଧିକ ପଦବୀ ଖାଲି ପଡିଛି । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଇଚ୍ଛୁକ ଏବଂ ଯୋଗ୍ୟପ୍ରାର୍ଥୀ ଅଫିସିଆଲ ୱେବସାଇଟ sbi.co.in କୁ ଯାଇ ଆବେଦନ କରିପାରିବେ ।

ଭାରତୀୟ ଟେଷ୍ଟ ବ୍ୟାଙ୍କରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଏସବିଆଇ ୮୦୦୦ରୁ ଅଧିକ ପଦବୀ ଖାଲି ପଡିଛି । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଇଚ୍ଛୁକ ଏବଂ ଯୋଗ୍ୟପ୍ରାର୍ଥୀ ଅଫିସିଆଲ ୱେବସାଇଟ sbi.co.in କୁ ଯାଇ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୮୨୮୩ (ଜୁନିଅର ଆସୋସିଏଟସ)

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ଡିସେମ୍ବର ୭ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ କୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ଗ୍ରାଜୁଏସନ କରିଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୦ରୁ ୨୮ ବର୍ଷ ମଧ୍ୟରେ ହେବା ଜରୁରୀ । ସଂରକ୍ଷିତ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛାଡ୍‌ ମିଳିବ ।

ଆବେଦନ ଶୁଳ୍କ : ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ୭୫୦ ଟଙ୍କା ଦେଇ ଆବେଦନ କରିପାରିବେ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ପରୀକ୍ଷା ଆଧାରରେ ହେବ । ଏଥିପାଇଁ ପ୍ରିଲିମ୍ସ ପରୀକ୍ଷା ଏବଂ ମେନ୍‌ ପରୀକ୍ଷା ଆୟୋଜିତ ହେବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.