ଡେଙ୍ଗା ତୁଳନାରେ ଗେଡ଼ା ଝିଅଙ୍କୁ ଅଧିକ ପସନ୍ଦ କରନ୍ତି ପୁରୁଷ, ଜାଣନ୍ତୁ କାହିଁକି

ଅଧିକାଂଶ ପୁରୁଷ ଡେଙ୍ଗା ଝିଅଙ୍କ ତୁଳନାରେ କମ୍‌ ଉଚ୍ଚତା ବିଶିଷ୍ଟ ବା ଗେଡ଼ା ଝିଅଙ୍କୁ ପସନ୍ଦ କରିଥାନ୍ତି। କାରଣ ଗୋଡ଼ା ଝିଅମାନେ ବହୁତ କ୍ୟୁଟ୍‌ ହୋଇଥାନ୍ତି। ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ଝିଅମାନେ ଲମ୍ବା ଚଉଡ଼ା ପୁରୁଷଙ୍କୁ ପସନ୍ଦ କରୁଥିବା ବେଳେ ପୁଅମାନେ କିନ୍ତୁ ଗେଡ଼ା ଝିଅଙ୍କୁ ପସନ୍ଦ କରିଥାନ୍ତି। ଏହା ବ୍ୟତୀତ ଗେଡ଼ା ଝିଅଙ୍କୁ ପସନ୍ଦ କରିବାର ମଧ୍ୟ ଅନ୍ୟ କେତେକ କାରଣ ରହିଛି। ଆସନ୍ତୁ ଜାଣିବା ପୁଅମାନେ ଗେଡ଼ା ଝିଅଙ୍କୁ କାହିଁକି ପସନ୍ଦ କରିଥାନ୍ତି…

15 Undeniable Facts About Men: Do Guys Like Short Girls And Why

-ଏକ ରିସର୍ଚ୍ଚ ମୁତାବକ ଗେଡ଼ା ଝିଅମାନେ କ୍ୟୁଟ୍‌ ହୋଇଥାନ୍ତି। ଏଥିସହ ଡେଙ୍ଗାଙ୍କ ତୁଳନାରେ ଅଧିକ କେୟାରିଂ ମଧ୍ୟ ହୋଇଥାନ୍ତି। ଏମାନେ ନିଜ ପାର୍ଟନରଙ୍କୁ ସବୁବେଳେ ଖୁସି ରଖିବାକୁ ଚେଷ୍ଟା କରିଥାନ୍ତି।

-ଡେଙ୍ଗା ଝିଅଙ୍କ ତୁଳନାରେ ଗେଡ଼ା ଝିଅଙ୍କୁ ଆଲିଙ୍ଗନ କରିବାକୁ ସୁବିଧା ହୋଇଥାଏ। ଏମାନଙ୍କୁ ଆଲିଙ୍ଗନ କରିବା ବେଳେ ସେମାନେ ଛାତି ପର୍ଯ୍ୟନ୍ତ ପହଞ୍ଚିଥାନ୍ତି। ଫଳରେ ସେମାନେ ହୃଦସ୍ପନ୍ଦନ ଠିକ୍‌ ଭାବେ ଶୁଣିପାରନ୍ତି। ପୁଅଙ୍କୁ ଏଭଳି ଆଲିଙ୍ଗନ୍‌ ଖୁବ୍‌ ପସନ୍ଦ ହୋଇଥାଏ।

Why Do Girls Like Tall Guys? 8 Reasons She'd Rather Look Up

-ଗାର୍ଲଫ୍ରେଣ୍ଡ କମ୍‌ ଉଚ୍ଚତା ବିଶିଷ୍ଟ ହୋଇଥିଲେ ତାଙ୍କ ମଥାକୁ ଚୁମିବା ବେଳେ ନିଜର ନିଜର ଭାବନା ଆସିଥାଏ। ଏହା ସମ୍ପର୍କକୁ ମଜଭୁତ କରିବାରେ ବଡ଼ ଭୂମିକା ଗ୍ରହଣ କରେ।

-ପାର୍ଟନରଙ୍କ ଉଚ୍ଚତା କମ୍‌ ଥିଲେ ତାଙ୍କୁ ଉପରୁ ଜିନିଷ କାଢ଼ିବା ବେଳେ ସମସ୍ୟା ହୋଇଥାଏ। ଏଭଳିସ୍ଥିତିରେ ତାଙ୍କ ସାହାଯ୍ୟ କରିବାକୁ ସୁଯୋଗ ମିଳିଥାଏ। ଏହା ଦ୍ୱାରା ଦୁହେଁ ଦୁହିଁଙ୍କ ସହ କିଛି ବିଶେଷ ମୁହୂର୍ତ୍ତ ବିତାଇବାକୁ ସୁଯୋଗ ପାଇଥାନ୍ତି।

Do Guys Like Short Girls? - EnkiRelations

-କମ୍‌ ଉଚ୍ଚତା ବିଶିଷ୍ଟ ଝିଅଙ୍କ ବିଶେଷତ୍ୱ ହେଉଛି ସେମାନେ ନିଜ ବୟସ ଠାରୁ କମ୍‌ ଜଣାପଡ଼ନ୍ତି। ଫଳରେ ବୟସ ଅଧିକ ଥିଲେ ବି ସେମାନେ ପିଲା ଭଳି ଲାଗନ୍ତି। ଏଥିସହ ଗେଡ଼ା ଝିଅମାନେ କମ୍‌ ଖର୍ଚ୍ଚି ବୋଲି ମଧ୍ୟ ଏକ ଅଧ୍ୟୟନରୁ ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.