ବାପାଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି ଏହିସବୁ ଅକ୍ଷରଧାରୀ ଝିଅ, ଜାଣନ୍ତୁ କେଉଁମାନେ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିର ଭାଗ୍ୟରେ ଶୁଭ ଗ୍ରହ ବିରାଜମାନ ଥାନ୍ତି, ତେବେ ବ୍ୟକ୍ତିଙ୍କର ଭାଗ୍ୟଶାଳୀ ହୋଇଥାନ୍ତି । ଏହାସହିତ ଘର ପରିବାରର ଲୋକଙ୍କ ପାଇଁ ବହୁତ ଭାଗ୍ୟଶାଳୀ ବୋଲି କୁହାଯାଏ। ଭାଗ୍ୟଶାଳୀ ଝିଅ ସେମାନଙ୍କ ନାଁର ପ୍ରଥମ ଅକ୍ଷରରୁ ଜଣାଯାଏ। ନାମ ଜ୍ୟୋତିଷ ଅନୁସାରେ କିଛି ଅକ୍ଷର ଏମିତି, ଯାହାର ପ୍ରଥମ ଅକ୍ଷର ବାପାଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାଏ।

ଯେଉଁ ଯୁବତୀଙ୍କ ନାମ ହୁ, ହୋ, ଡା ଡି, ଡେ, ଡୋ ଏବଂ େଓ୍ଵରୁ ଆରମ୍ଭ ହୋଇଥାଏ, ସେମାନେ ଭାଗ୍ୟରେ ଧନୀ ହୋଇଥାନ୍ତି। ଯଦି ଏହି ଝିଅମାନଙ୍କ ନାମ ସେମାନଙ୍କ ରାଶି ଅନୁସାରେ ରଖଯାଏ, ତେବେ ଏମାନଙ୍କ ରାଶି କର୍କଟ ରହିବ। ଏହି ନାମର ଯୁବତୀ କମ୍‌ ବୟସରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରନ୍ତି। ସେମାନେ ତୁରନ୍ତ ନିଜ ବାପାଙ୍କ ହୃଦୟ ଜିତିନିଅନ୍ତି। ଏମାନେ ଯେକୌଣସି କାମ ହେଉ ନା କାହିଁକି ମନ ଲଗାଇ କାମ କରନ୍ତି। ଏମାନଙ୍କ ଭାଗ୍ୟ ମଧ୍ୟ ଭରପୂର ସାଥ ଦେଇଥାଏ। ଏମାନେ ନିଜ ବାପାଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି।

ଯେଉଁ ଝିଅଙ୍କ ନାମର ପ୍ରଥମ ଅକ୍ଷର ଢୋ, ପା, ପି, ପୁ, ଷ, ଣ, ଠ, ପେ ରୁ ଆରମ୍ଭ ହୋଇଥାଏ, ସେମାନଙ୍କ ରାଶି କନ୍ୟା ହୋଇଥାଏ। ଏହି ନାମରେ ଝିଅମାନେ ବାପାଙ୍କ ଭାଗ୍ୟ ଉଦୟ କରନ୍ତି ବୋଲି କୁହାଯାଏ। ଏମାନଙ୍କ କଥା ବହୁତ ମଧୁର ରହିଥାଏ। ଏମାନେ ନିଜ ପରିବାରର ନାଁ ଉଜ୍ୱଳ କରନ୍ତି। ଏମାନେ ନିଜ ବାପାଙ୍କର ପ୍ରିୟ ହୋଇଥାନ୍ତି।

horoscope1

ଯେଉଁ ଝିଅମାନଙ୍କ ନାମ ଭୋ, ଜା, ଜି, ଖି, ଖୁ, ଖେ, ଖୋ, ଗା, ଗି ରୁ ଆରମ୍ଭ ହୋଇଥାଏ। ସେମାନଙ୍କ ରାଶି ମକର ରହିଥାଏ । ଏହି ନାମର ଝିଅ ବହୁତ ଗୁଣବାନ ହୋଇଥାନ୍ତି। ନିଜ ଗୁଣରେ ଲୋକପ୍ରିୟତା ହାସଲ କରନ୍ତି। ଚାକିରି ଏବଂ ବିଜନେସରେ ଭଲ ପ୍ରଦର୍ଶନ କରନ୍ତି। ଏମାନେ ନିଜ ବାପାଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.