OK ଠୁ ନେଇ Bae ଯାଏ, ଜାଣନ୍ତୁ ଚାଟରେ ବ୍ୟବହାର ହେଉଥିବା ଶବ୍ଦ ଗୁଡିକର Full Form

ଚାଟ୍ କରିବା ସମୟରେ ବେଳେ ବେଳେ ଗାଡି ଟ୍ରାକରୁ ଓହ୍ଲାଇଯାଇଥାଏ । ଜଣା ପଡେନି ସାମ୍ନା ଲୋକ କଣ ପଠାଇଦେଲେ ଆଉ ଏହାର ଉତ୍ତର କଣ ଦେବାକୁ ପଡିବ । ସର୍ଟ ଫର୍ମ ତ ସମସ୍ତେ ବ୍ୟବହାର କରନ୍ତି । କିନ୍ତୁ ବେଳେବେଳେ ଏମିତି କିଛି ଶବ୍ଦ ସାମ୍ନାକୁ ଚାଲିଆସେ ଯାହାର ଅର୍ଥ ଜାଣିନଥାନ୍ତି କିଛି ଲୋକ । ଫେସବୁକ୍ ହେଉ ବା ହ୍ବାଟ୍ସଆପରେ ଏମିତି କିଛି ମେସେଜ୍ ତ ଆସିଥାଏ । ପ୍ରଥମେ ଥିଲା ବାବୁ, ସୋନାର ଯୁଗ । କିନ୍ତୁ ଆଜି କାଲି ପ୍ରେମୀଯୁଗଳ ପରସ୍ପରକୁ Bae ବୋଲି ସାମ୍ବୋଧନ କରୁଛନ୍ତି । ଏବେ କଣ ଏହି Bae । ଏହାର ଅର୍ଥ ତ ଆମେ ଆପଣଙ୍କୁ ନିଶ୍ଚୟ କହିବୁ ହେଲେ ତା ପୂର୍ବରୁ ନଜର ପକାନ୍ତୁ ଏମିତି କିଛି ଶବ୍ଦ ଉପରେ ଯାହାର ଅର୍ଥ ଆପଣ ଜାଣିନଥିବେ ।

okଓକେଏହି ଶବ୍ଦ ସମସ୍ତେ ସବୁଦିନ ବ୍ୟବହାର କରିଥାନ୍ତି । ଏହି ଶବ୍ଦ ୧୫୦ ବର୍ଷ ପୁରୁଣା । ଏହାର ଅର୍ଥ ହେଉଛି ସବୁ ଠିକ୍ ଅଛି । 

ସେହିପରି ଅନ୍ୟ ଶବ୍ଦ ଗୁଡିକ ଉପରେ ନଜର ପକାନ୍ତୁ :

ttyl

lol

rofl

wtf

xoxo

thnx

ps

ofc

nvm

imo

ikr

idk

bff

bae

brb

2nite

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.