ଏମିତି ଲୋକଙ୍କର ହୋଇ ନ ଥାଏ ପୁନର୍ଜନ୍ମ, ମିଳି ଯାଇଥାଏ ମୋକ୍ଷ

ଯେବେ ରାଜା ଭାଗୀରଥି ଧର୍ମରାଜ(ଭଗବାନ ଯମ)ଙ୍କୁ ପଚାରିଥିଲେ କି, ମୃତ୍ୟୁ ପରେ ଆତ୍ମାର କ’ଣ ହୋଇଥାଏ, ତ ସେତେବେଳେ ଧର୍ମରାଜଙ୍କ ଦ୍ଵାରା ଦିଆଯାଇଥିବା ଉତ୍ତର ଶୁଣି ଭାଗୀରଥି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଧର୍ମରାଜ ଉତ୍ତର ଦେଇଥିଲେ କି, ମୃତ୍ୟୁ ପରେ ବି ଆତ୍ମାକୁ ମୁକ୍ତି ମିଳି ନ ଥାଏ, ଯେ ପର୍ଯ୍ୟନ୍ତ ତାଙ୍କୁ ମୋକ୍ଷ ନ ମିଳିଛି।

rt

୧. ମୋକ୍ଷ ପ୍ରାପ୍ତି ପାଇଁ ଆତ୍ମାକୁ ଅନେକ ଜନ୍ମ ନେବାକୁ ପଡ଼ିଥାଏ। ଏଥିପାଇଁ ବ୍ୟକ୍ତିକୁ ନିଜ ମାନବ ଜୀବନରେ ଅନେକ ଭଲ କର୍ମ କରିବାକୁ ପଡିଥାଏ।

୨. ଯେଉଁ ବ୍ୟକ୍ତି ଦେବୀ ତୁଳସୀଙ୍କ ପୂଜା କରିଥାନ୍ତି ଏବଂ ନିଜ ଘରେ ତୁଳସୀ ଗଛ ଲଗାଇଥାନ୍ତି, ସେମାନଙ୍କୁ ମୋକ୍ଷ ପ୍ରାପ୍ତି ହୋଇଯାଇଥାଏ। କୁହାଯାଏ, ଏମିତି ଲୋକଙ୍କୁ ବୈକୁଣ୍ଠ ଧାମରେ ସ୍ଥାନ ମିଳିଥାଏ।

dd

୩. ଯେଉଁ ଭକ୍ତ ଘିଅ ଦୀପ ଭଗବାନ ଶିବଙ୍କ ଆଳତିରେ ଜଳାଇ ରଖିଥାନ୍ତି, ସେମାନଙ୍କ ପାଇଁ ମୋକ୍ଷ ପ୍ରାପ୍ତି ସହଜ ହୋଇଥାଏ। ଏମିତି ଲୋକଙ୍କୁ ଗଙ୍ଗା ସ୍ନାନ ବରାବର ପୁଣ୍ୟ ମିଳିଥାଏ।

୪. ଯେଉଁ ଲୋକ ଭଗବାନ ବିଷ୍ଣୁଙ୍କ ଭକ୍ତ ହୋଇଥାନ୍ତି ଏବଂ ଏକାଦଶୀ ଦିନ ତାଙ୍କୁ ସୁଗନ୍ଧିତ ଫୁଲରେ ପୂଜା କରନ୍ତି, ତାଙ୍କୁ ୧୦,୦୦୦ ଜନ୍ମର ପାପରୁ ମୁକ୍ତି ମିଳିଥାଏ। ସେମାନେ କମ ସମୟରେ ହିଁ ମୋକ୍ଷ ପ୍ରାପ୍ତି କରିନେଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.