ପତ୍ନୀଠାରୁ ପଇସା ଲୁଚାଇବା ପାଇଁ ପତି ଆପଣାଇଲେ ଏଭଳି ଉପାୟ, ଦେଖନ୍ତୁ ଭିଡିଓ

ଯଦି ଆପଣଙ୍କୁ ନିଜ ଘରେ କେହି ପଇସା ଲୁଚାଇବାକୁ କହେ ତାହେଲେ ନିଜ ଘରେ ଆପଣ ଏପରି ଅନେକ ସ୍ଥାନ ପାଇଯିବେ ଯେଉଁଠି ଅତି ସହଜରେ ପଇସାକୁ ଲୁଚାଯାଇ ପାରିବ । କାରଣ ଘରେ ଏପରି କିଛି ଏପରି ସ୍ଥାନ ରହିଥାଏ ଯେଉଁଠି ପଇସା ଲୁଚାଇଲେ ନିଜ ବ୍ୟତୀତ ଅନ୍ୟ କେହି ଖୋଜି ପାଇପାରିବେ ନାହିଁ । ତେବେ ଆଜିକାଲି ଚାଲିଛି ଡିଜିଟାଲ ଦୁନିଆ । ଥରେ ଭାବିଲେ ଯଦି ଆପଣଙ୍କୁ ଡ଼ିଜିଟାଲରେ କେହି ପଇସା ଲୁଚାଇବାକୁ କୁହେ ତାହେଲେ ଆପଣ କଣ କରିବେ । ଯଦି ଆପଣଙ୍କ ମୁଣ୍ଡକୁ କୌଣସି ଉପାୟ ଆସୁନି ତାହେଲେ ଥରେ ଦେଖନ୍ତୁ ଏହି ଭିଡିଓକୁ ଯାହାକି ଟିକଟକରେ ବର୍ତ୍ତମାନ ଭାଇରଲ ହେବାରେ ଲାଗିଛି ।

ଏହାସହ ପଢନ୍ତୁ ବିକିନି ପିନ୍ଧିଆସ ଆଉ ମାଗଣା ଟାଙ୍କି ଭର୍ତ୍ତି ତେଲ ପାଅ, ଆଉ ତା ପରେ . . .

ଏହି ଟିକଟକ ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଦୋକାନକୁ ଆସୁଥିବା ଗ୍ରାହକଙ୍କ ପଇସା ନିଜ ଆକାଉଣ୍ଟରେ ଟ୍ରାନ୍ସଫର କରାଇବା ପାଇଁ ବ୍ୟକ୍ତି ଜଣକ କିପରି ଜିଭ ଓ ମୁଣ୍ଡରେ ବାରକୋଡ଼ ସେଟ କରି ରଖିଛନ୍ତି । ସବୁଠାରୁ ମଜାଦାର କଥା ହେଉଛି ତାଙ୍କର ପତ୍ନୀ ମଧ୍ୟ ତାଙ୍କଠାରୁ ଦୁଇପାଦ ଆଗରେ କାରଣ ସେ ଠକିବାର ସୁଯୋଗ ଦେଲେ ତ ପତି ପଇସା ଠକିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.