ଦୋଳ ପୂର୍ଣ୍ଣିମାରେ କାହିଁକି ପୂଜା ହୁଏ ଆମ୍ବ, ଚଣା ଓ ମହୁଲ; ଶୁଣନ୍ତୁ ବିଶିଷ୍ଟ ଗବେଷକଙ୍କ ମୁହଁରୁ…

”ଫଗୁଣ ମାସରେ ଦୋଳ ଗୋବିନ୍ଦ, ଫଗୁ ଖେଳୁଛନ୍ତି ପରମାନନ୍ଦ
ଅବିର ସଙ୍ଗେ ଝାଲେରୀ ମିଶାଇ, ଫଗୁ ଖେଳୁଛନ୍ତି ଯଦୁ ଗୋସାଇଁ।”

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା, ଓଡ଼ିଆ ପଞ୍ଜିକା ଅନୁସାରେ ଫାଲଗୁନ ମାସର ପୂର୍ଣ୍ଣିମା ତିଥିକୁ ଦୋଳ ପୂର୍ଣ୍ଣିମା ନାମରେ ଅଭିହିତ କରାଯାଇଛି । ସାଧାରଣତଃ ଫାଲଗୁନ ଶୁକ୍ଳ ଦଶମୀ ତିଥିଠାରୁ ଆରମ୍ଭ ହୋଇଥାଏ ଦୋଳଯାତ୍ରା ।

ଏହି ପର୍ବର ଆରାଧ୍ୟ ଠାକୁର ରାଧା ଓ କୃଷ୍ଣଙ୍କ ନିକଟରେ ଏହି ଦିନଠାରୁ ଅବିର ଅର୍ପଣ କରାଯାଇଥାଏ । ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତିକୁ ଛୋଟ ଛୋଟ ବିମାନରେ ମହାଡମ୍ବର ସହକାରେ ଗ୍ରାମର ପ୍ରତ୍ୟେକଙ୍କ ଦ୍ୱାରକୁ ନିଆଯାଇଥାଏ। ପ୍ରାୟତଃ ପ୍ରତ୍ୟେକ ଦ୍ୱାରରେ ଠାକୁରଙ୍କୁ ଭୋଗ ଅର୍ପଣ କରାଯାଏ । ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ଦ୍ୱାରରେ ଅର୍ପିତ ଭୋଗକୁ ଦ୍ୱାରୀ ଭୋଗ କୁହାଯାଇଥାଏ । ଦୋଳଗୋବିନ୍ଦଙ୍କ ନିକଟରେ ଏଅବସରରେ ସମସ୍ତେ ରକମରକର ଭୋଗ ଲାଗିକରିଥାନ୍ତି, ଖାସ କରି ସମସ୍ତେ ଠାକୁରଙ୍କ ପାଖରେ ଆମ୍ବ ପୂଜା କରିଥାନ୍ତି , ତେବେ ଆସନ୍ତୁ ଜାଣିବା ଦୋଳ ପୂର୍ଣ୍ଣିମାରେ କାହିଁକି ପୂଜା ହୁଏ ଆମ୍ବ, ଚଣା ମହୁଲ ଗବେଷକ ଅନନ୍ତ ରାମ କରଙ୍କ ମୁହଁରୁ …

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.