World Food Day: ଖାଦ୍ୟ ବରବାଦ କରିବା ପୂର୍ବରୁ ଥରେ ଦେଖିନିଅନ୍ତୁ ଏହିସବୁ ଫଟୋ

ଆଜିର ଦିନ ଅର୍ଥାତ 16 ଅକ୍ଟୋବରକୁ ସାରା ବିଶ୍ଵରେ ବିଶ୍ଵ ଖାଦ୍ୟ ଦିବସ ରୂପେ ପାଳନ କରାଯାଇଥାଏ । ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଭୋକରେ ରହିଥିବା ଲୋକମାନଙ୍କ ପାଇଁ ସଚେତନତା ସୃଷ୍ଟି କରିବା । ଆଜି ଟ୍ୱିଟରରେ #WorldFoodDay ଟ୍ରେଣ୍ଡ କରୁଛି ।

छवि

ଲୋକେ ଏହି ହାସଟ୍ୟାଗ ସହିତ ଦେଶର କୃଷକ ମାନଙ୍କୁ ଧନ୍ୟବାଦ ଜଣାଉଛନ୍ତି ଏହାସହିତ ଲୋକଙ୍କୁ ଅନୁରୋଧ କରୁଛନ୍ତି ଯେ ଖାଦ୍ୟକୁ କେବେବି ନଷ୍ଟ କରନ୍ତୁ ନାହିଁ । କାରଣ ଆଜି ବି ଅନେକ ଲୋକ ଅତି କଷ୍ଟରେ ନିଜ ପାଇଁ ଦୁଇ ଅଳ 2ଟି ରୁଟି ଯୋଗାଡ଼ କରିପାରୁଛନ୍ତି ।

छवि

ସୂଚନା ଅନୁଯାୟୀ 2020ରେ GHI ଅର୍ଥାତ ‘Global Hunger Index’ 107ଟି ଦେଶର ଜୀଏଚଆଇ ସେୟାର କରିଥିଲା । ଯେଉଁଥିରେ ଭାରତ 27.2 ସ୍କୋର 94 ସ୍ଥାନରେ ରହିଛି ।

Causes Of Hunger In India - Action Against Hunger

ଅକ୍ଟୋବର 16 ତାରିଖ 1945 ମସିହାରେ ‘ଫୁଡ ଆଣ୍ଡ ଏଗ୍ରିକଲଚର ଅର୍ଗାନାଇଜେସନ’ (FAO)ର ସ୍ଥାପନ ହୋଇଥିଲା । ଯାହାକୁ ସମ୍ମାନ ଦେଇ 16 ଅକ୍ଟୋବର 1981 ମସିହାଠାରୁ World Food Day ବା ବିଶ୍ଵ ଖାଦ୍ୟ ଦିବସ ପାଳନ କରାଯାଇ ଆସୁଛି ।

Top 5 Issues Children Face Worldwide - o5 Recipes for Life | Hungry  children, Poverty children, Global poverty

FAO ଅନୁଯାୟୀ 2020ର ବିଶ୍ଵ ଖାଦ୍ୟ ଦିବସ କରୋନା ପୀଡିତମାନଙ୍କୁ ସମର୍ପିତ । ଚଳିତ ବର୍ଷ ଲୋକମାନଙ୍କୁ ଏ କଥା ନେଇ ସଚେତନ କରାଯାଉଛି ଯେ ଏହି ମହାମାରୀ ସହ ଲଢ଼ିବା ପାଇଁ ଖାଦ୍ୟ ଓ କୃଷି କେତେ ଜରୁରୀ ।

 

 

Leave A Reply

Your email address will not be published.