Below header

LIVE ମ୍ୟାଚ ବେଳେ Smoking କରୁଥିବାର ନଜର ଆସିଲେ ଆରୋନ ଫିଞ୍ଚ, ଖୁବ ଭାଇରଲ ହେଉଛି ଭିଡିଓ

ଇଣ୍ଡିଆନ ପ୍ରିମିୟର ଲିଗ(IPL 2020)ର ୩୩ତମ ମ୍ୟାଚରେ ଦୁବାଇ ମଇଦାନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ରାଜସ୍ଥାନ ରୟାଲସକୁ ୧୭ ଉଇକେଟରେ ହରାଇ ଦେଇଛି। ଏହି ବିଜୟ ସାଙ୍ଗକୁ ଆରସିବି ଟିମ ୧୨ ଅଙ୍କ ସହ ପ୍ଲେଅପ ରେସରେ ଗୋଟିଏ ପାଦ ଆଗକୁ ବଢ଼ିଛି। ଆରସିବି ମ୍ୟାଚ ଜିତିଯାଇଥିଲେ ହେଁ ସେପଟେ ଟିମ ଓପନର ଆରୋନ ଫିଞ୍ଚ ଏକ ବଡ଼ ବିବାଦରେ ଫସିଥିବା ଦେଖିବାକୁ ମିଳିଛି।

hhk

ସେ ତାଙ୍କ ହରକତ ଯୋଗୁ ଚର୍ଚ୍ଚାରେ ରହିଛନ୍ତି। ଘଟଣାଟି ହେଉଛି, ପଡ଼ିଆରେ ଗୋଟିଏ ପଟେ ଏବି ଡିଭିଲିୟର୍ସ ଲଗାତାର ଛକା ମାରୁଥିବା ବେଳେ ଅନ୍ୟପଟେ ଫିଞ୍ଚ ଡ୍ରେସିଂ ରୁମରେ Smoking କରୁଥିବାର ନଜର ଆସିଛନ୍ତି। ଫିଞ୍ଚଙ୍କ Smoking ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.