ଏସିଆନ୍ ଗେମ୍ସ : ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ସାଇନା ନେହ୍ଵାଲଙ୍କୁ ବ୍ରୋଞ୍ଜ

ଜାକର୍ତ୍ତା : ଏସୀୟ କ୍ରୀଡାର ନବମ ଦିନରେ ବ୍ରୋଞ୍ଜ ପଦକରୁ ଅଭିଯାନ ଆରମ୍ଭ କରିଛି ଭାରତ । ମହିଳା ସିଙ୍ଗଲସ ବ୍ୟାଡମିଣ୍ଟନରେ ସାଇନା ନେହ୍ଵାଲଙ୍କୁ ମିଳିଛି ବ୍ରୋଞ୍ଜ ପଦକ । ସାଇନା, ଚୀନ ତାଇପେଇ ଖେଳାଳୀ ତାଇ ଜୁ ଓ୍ଵିଙ୍ଗ ଠାରୁ ୧୭-୨୧,୧୪-୨୧ ସେଟରେ ହାରି ଅଭିଯାନ ଶେଷ କରିଛନ୍ତି । ଏହି ପରାଜୟ ସହ ଚୀନ ତାଇପେଇ ଖେଳାଳୀ ଓ୍ଵିଙ୍ଗଙ୍କ ଠାରୁ ଲଗାତାର ୧୦ଟି ପରାଜୟ ବରଣ କରିଛନ୍ତି ସାଇନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.