ବ୍ୟାଡମିଣ୍ଟନ କୋର୍ଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସାଇନାଙ୍କ ସହିତ ଖେଳିଲେ ଦମଦାର ମ୍ୟାଚ୍
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବ୍ୟାଡମିଣ୍ଟନ ଖେଳିଛନ୍ତି । ରାଷ୍ଟ୍ରପତି ଭବନର ବ୍ୟାଡମିଣ୍ଟନ କୋର୍ଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କମନୱେଲ୍ଥ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ସାଇନା ନେହୱାଲଙ୍କ ସହ ବ୍ୟାଡମିଣ୍ଟନ ଖେଳୁଥିବାର ନଜର ଆସିଥିଲେ । ଏହି ମ୍ୟାଚ୍ ସମୟରେ ଦ୍ରୌପଦୀ ମୁର୍ମୁ ଜଣେ…