Below header

ପଞ୍ଜାବକୁ ୬ ଉଇକେଟରେ ହରାଇ ପ୍ରଥମ ବିଜୟ ହାସଲ କଲା ଚେନ୍ନାଇ ସୁପର କିଙ୍ଗସ

ମୁମ୍ବାଇ : ଆଜି ଆଇପିଏଲରେ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ୬ ଉଇକେଟରେ କିଙ୍ଗସ ପଞ୍ଜାବ ଏକାଦଶକୁ ପରାସ୍ତ କରିଛି । ଚଳିତ ଟୁର୍ନାମେଣ୍ଟରେ ଏହା ଚେନ୍ନାଇର ପ୍ରଥମ ବିଜୟ । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୮ ଉଇକେଟରେ ମାତ୍ର ୧୦୬ ରନ କରିଥିଲା । ପରେ ଚେନ୍ନାଇ ୧୫.୪ ଓଭରରେ ୪ ଉଇକେଟ ହରାଇ ୧୦୭ ରନ କରିଥିଲା ।

SCORE-1

SCORE-2

SCORE-3

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.