Below header

ବିଶ୍ବକପ୍ ମଝିରେ ଅଡୁଆରେ ଭାରତୀୟ କ୍ରିକେଟ ଟିମ୍, ବିକଳ୍ପ ଜର୍ସୀକୁ ନେଇ ଉଠିଛି ବିବାଦ

ଭାରତୀୟ କ୍ରିକେଟ ଟିମର ବିକଳ୍ପ ଜର୍ସୀକୁ ନେଇ ଏବେ ଆପତ୍ତି ଉଠିଛି। ଭାରତ ଇଂଲଣ୍ଡ ମ୍ୟାଚ ବେଳେ ଭାରତୀୟ କ୍ରିକେଟ ଟିମର ଜର୍ସୀ ଗୌରିକ ରଂଗର ହେବ ବୋଲି ଜଣାପଡିଛି। ତେବେ ଏହାକୁ ନେଇ ମହାରାଷ୍ଟ୍ରର କଂଗ୍ରେସ ବିଧାୟକ ଓ କିଛି ନେତା ଆପତ୍ତି ଉଠାଇଛନ୍ତି। ଗତ ପାଂଚ ବର୍ଷରେ କେନ୍ଦ୍ରରେ ଥିବା ମୋଦୀ ସରକାର ସବୁକିଛିକୁ ନିଆରା ଢଙ୍ଗରେ ଦେଖୁଛି ଏବଂ ଅଲଗା ଭାବେ ଦେଖାଇବା ଚେଷ୍ଠା କରୁଛି। ସାରା ଦେଶକୁ ଗୌରିକ କରିବାକୁ ଏ ସରକାର ଉଦ୍ୟମ ଜାରି ରଖିଥିବା କଂଗ୍ରେସ ବିଧାୟକ ଏମ.ଏ. ଖାନ୍. କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.