ତୀରନ୍ଦାଜି ପ୍ରତିଯୋଗିତାରେ କ୍ୱାଟର ଫାଇନାଲରେ ଭାରତ: କମାଲ୍ କଲେ ଦୀପିକା କୁମାରୀ ଓ ପ୍ରବୀଣ ଯାଦବଙ୍କ ଯୋଡି

କେନ୍ଯୁଜ୍: ତୀରନ୍ଦାଜି ପ୍ରତିଯୋଗିତାରେ ଭାରତର କମାଲ । ଚୀନି ତାଇପେକୁ ହରାଇ କ୍ୱାଟର ଫାଇନାଲରେ ପ୍ରବେଶ କଲା ଭାରତ । ତୀରନ୍ଦାଜି ପ୍ରତିଯୋଗିତାରେ ଦୀପିକା କୁମାରୀ ଓ ପ୍ରବୀଣ ଯାଦବ ଯୋଡି ଭଲ ପ୍ରଦର୍ଶନ ଦେଖାଇଛନ୍ତି।

ଏହି ପ୍ରତିଯୋଗିତାରେ ଭାରତ ଚୀନି ତାଇପେକୁ ୫-୩ରେ ପରାସ୍ତ କରିଛି। କ୍ୱାଟର ଫାଇନାଲରେ ସାଉଥ୍‌ କୋରିଆ ସହ ମୁକାବିଲା କରିବେ ଦୀପିକା ଓ ପ୍ରବୀଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.