ପାକିସ୍ତାନ ଦେଲା ଇଂଲଣ୍ଡକୁ ୩୪୯ ରନର ଟାର୍ଗେଟ

ଇଂଲଣ୍ଡର ନଟିଂଗ୍ରାମ ମୈଦାନରେ ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଛି ବିଶ୍ବ କ୍ରିକେଟ କପ୍ ୨୦୧୯ । ଟସ୍ ଜିତିବା ପରେ ପ୍ରଥମେ ବୋଲିଂର ନିଷ୍ପିତ୍ତି ନେଇଥିବା ଇଂଲଣ୍ଡକୁ ୩୪୯ ରନର ଟାର୍ଗେଟ ଦେଇଛି ପାକିସ୍ତାନ। ଦଳର ଓପନର ଇମାମ୍ ଉଲ ହକ୍ ଏବଂ ଫଖର ଜମାନ୍ ପ୍ରଥମ ପାରିରେ ୮୨ରନ କରିଥିଲେ। ତେବେ ପୂର୍ବରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ମ୍ୟାଚ ହାରିବାର ସଂପୂର୍ଣ୍ଣ ପ୍ରତିଶୋଧ ପାକିସ୍ତାନ ନେଇଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.