ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିର୍ଣ୍ଣୟ ନେଲା ଭାରତ

ନୂଆଦିଲ୍ଲୀ : ବିଶ୍ୱକପରେ ଚାଲିଛି ହାଇଭୋଲଟେଜ୍ ଲଢ଼େଇ। ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଭାରତ । ଦୁଇ ଓପନର ଦମଦାର ଆରମ୍ଭ କରିଥିଲେ ।
ଭାରତ-ଅଷ୍ଟ୍ରେଲିଆ ଏପର‌୍ୟ୍ୟନ୍ତ ଦିନିକିଆରେ ୧୩୬ ଥର ମୁହାଁମୁହିଁ ହୋଇଥିଲେ। କଙ୍ଗାରୁ ଦଳ ୭୧ଟି ମ୍ୟାଚରେ ବିଜୟୀ ହୋଇଛି। ଭାରତ ଜିତିଛି ମାତ୍ର ୪୯ଟି ଦିନିକିଆ। ସହିପରି ବିଶ୍ୱକପରେ ଉଭୟ ଦଳ ଖେଳିଛନ୍ତି ୧୧ଟି ମ୍ୟାଚ୍। ଅଷ୍ଟ୍ରେଲିଆ ୮ଟି ଜିତିଥିବା ବେଳେ ଭାରତ ମାତ୍ର ୩ଟି ମ୍ୟାଚରେ ବାଜି ମାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.