Below header

ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌

ବ୍ରିଜବନ୍‌(କେନ୍ଯୁଜ୍) : ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌। ବ୍ରିଜବନ୍‌ରେ ଖେଳାଯିବ ପ୍ରଥମ ମ୍ୟାଚ୍‌। ଭାରତୀୟ ସମୟ ଦିନ ୧.୨୦ରେ ମ୍ୟାଚ୍‌ ଆରମ୍ଭ ହେବ। ପ୍ରଥମ ମ୍ୟାଚରେ ଭାରତୀୟ ଟିମ୍‌ରେ ରହିବେ ୨ ଜଣ ସ୍ପିନର କୁନାଲ ପାଣ୍ଡ୍ୟା, କୁଲଦୀପ ଯାଦବ ଓ ୩ ଜଣ ପେସର। ରିଷବ ପନ୍ଥ ୱିକେଟ୍‌ କିପିଂ କରିବେ। ରୋହିତ ଶର୍ମା, ଶିଖର ଧୱନ, ବିରାଟ କୋହଲି ଓ ଦୀନେଶ କାର୍ତ୍ତିକ ଟିମ୍‌ରେ ରହିବେ। ଏହି ମ୍ୟାଚ୍‌ରେ ଭାରତ ଫେଭରିଟ୍‌ ରହିଛି। କାରଣ ଗତ ସାତଟି ଟି-ଟେ୍ଵଣ୍ଟି ଭାରତ ହାରିନାହିଁ। ଗତ ଜୁଲାଇ ମାସରେ ଭାରତ ୱେଷ୍ଟଇଣ୍ଡିଜଠାରୁ ହାରିଥିଲା। ଅଷ୍ଟ୍ରେଲିଆରେ ଭାରତ ୩ଟି ଟି-ଟେ୍ଵଣ୍ଟି, ୩ଟି ଦିନିକିଆ ଓ ୪ଟି ଟେଷ୍ଟ ଖେଳିବ ଭାରତୀୟ ଦଳ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.