ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି : ଭାରତ ଓ ପାକିସ୍ତାନ ଯୁଗ୍ମ ବିଜେତା

ମସ୍କାଟ : ଭାରତ-ପାକିସ୍ତାନ ଲଢ଼େଇ ଦେଖିବାରୁ ବଞ୍ଚିତ ହେଲେ ହକି ପ୍ରେମୀ । ବର୍ଷା ଯୋଗୁଁ ଫାଇନାଲ୍ ମ୍ୟାଚ୍ ଖେଳା ଯାଇ ପାରିଲା ନାହିଁ । ତେଣୁ ଉଭୟ ଭାରତ ଓ ପାକିସ୍ତାନ ହେଲେ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିର ଯୁଗ୍ମ ବିଜେତା । ଗତକାଲି ଭାରତୀୟ ସମୟ ରାତି ୧୦ଟା ୪୦ରେ ଖେଳ ଆରମ୍ଭ ହେବାର ଥିଲା । ତେବେ ବର୍ଷା ହେଲା ଯେ ଆଉ ଛାଡ଼ିଲା ନାହିଁ ।

INDIA-PAK WINNER-2

ତେଣୁ ଉଭୟ ଭାରତ ଓ ପାକିସ୍ତାନକୁ ଯୁଗ୍ମବିଜେତା ଘୋଷଣା କରାଯାଇ ଟ୍ରଫି ପ୍ରଦାନ କରାଯାଇଥିଲା । ସେମିଫାଇନାଲରେ ଭାରତ ୩-୨ ଗୋଲରେ ଜାପାନକୁ ହରାଇ ଫାଇନାଲରେ ପହଞ୍ଚିଥିଲା ।

ପୂର୍ବରୁ ମାଲେସିଆ ୩-୨ ସୁଟଆଉଟରେ ଜାପାନକୁ ପରସ୍ତ କରି ୩ୟ ସ୍ଥାନ ଅଧିକାର କରିଥିଲା ।

Leave A Reply

Your email address will not be published.