ଦେଶବାସୀଙ୍କୁ ଟିମ ଇଣ୍ଡିଆର ଦୁର୍ଗା ପୂଜା ଭେଟି, ବିଶାଖାପାଟଣା ଟେଷ୍ଟରେ ଭାରତର ଦମଦାର ବିଜୟ

ଦେଶବାସୀଙ୍କୁ ଟିମ ଇଣ୍ଡିଆର ଦୁର୍ଗା ପୂଜା ଭେଟି । ବିଶାଖାପାଟଣା ଟେଷ୍ଟରେ ଭାରତର ଦମଦାର ବିଜୟ । ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୨୦୩ ରନରେ ପରାସ୍ତ କରଛି ବିରାଟ ଆଣ୍ଡ କୋ । ୩୯୫ ରନ ଟାର୍ଗେଟକୁ ପିଛା କରୁଥିବା ଦକ୍ଷିଣଆଫ୍ରିକା ଟିମ ୧୯୧ ରନ କରି ଅଲ ଆଉଟ ହୋଇଛି । ଭାରତ ପକ୍ଷରୁ ମହମ୍ମଦ ସାମି ୫ଟି ଓ ରବିନ୍ଦ୍ର ଜାଡେଜା ୪ଟି ଓ୍ଵିକେଟ ନେଇ ବିଜୟ ପକ୍କା କରିଥିଲେ । ଏହି ବିଜୟ ସହ ୩ ଟିକିଆ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.