Below header

ଆଇପିଏଲ ଫାଇନାଲରେ ବର୍ଷା ସାଜିଲା ବାଧକ, ଆସନ୍ତାକାଲି ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ- ଚେନ୍ନାଇ ସୁପର କିଙ୍ଗସ୍‌

ଆଇପିଏଲ ଫାଇନାଲରେ ବର୍ଷା ସାଜିଲା ବାଧକ । ଆଜି ମ୍ୟାଚ୍‌ ବାତିଲ୍‌ ଯୋଗୁଁ ରିଜର୍ଭ ଡେ'କୁ ଗଲା ମ୍ୟାଚ୍‌ । ଆସନ୍ତାକାଲି ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ- ଚେନ୍ନାଇ ସୁପର କିଙ୍ଗସ୍‌ । ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବାର୍ଷା ଯୋଗୁଁ ଖେଳ ଆରମ୍ଭ ହୋଇପାରି ନଥିଲା ।

ଆଇପିଏଲ ଫାଇନାଲରେ ବର୍ଷା ସାଜିଲା ବାଧକ । ଆଜି ମ୍ୟାଚ୍‌ ବାତିଲ୍‌ ଯୋଗୁଁ ରିଜର୍ଭ ଡେ’କୁ ଗଲା ମ୍ୟାଚ୍‌ । ଆସନ୍ତାକାଲି ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ- ଚେନ୍ନାଇ ସୁପର କିଙ୍ଗସ୍‌ । ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବାର୍ଷା ଯୋଗୁଁ ଖେଳ ଆରମ୍ଭ ହୋଇପାରି ନଥିଲା । ଟସ୍‌ ପଡ଼ିପାରି ନଥିଲା । ରାତି ୧୧ଟା ସୁଦ୍ଧା ବର୍ଷା ଛାଡ଼ିଥିଲେ ଖେଳାଯିବାର ସମ୍ଭାବନା ଥିଲା । ହେଲେ ବର୍ଷା ନଛାଡ଼ିବାରୁ କାଲି ଖେଳାଯିବ ଫାଇନାଲ୍‌ ମ୍ୟାଚ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.