ଟେଷ୍ଟରୁ ଅବସର ନେବା ପରେ ବିରାଟଙ୍କୁ ଟ୍ରିବ୍ୟୁଟ୍ ଦେଲେ ଧଳା ପାରା, ଆକାଶରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ
ଟେଷ୍ଟ କ୍ରିକେଟରୁ ବିରାଟ କୋହଲିଙ୍କ ହଠାତ୍ ଅବସର ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ ବିରାଟଙ୍କ ଘୋଷଣା ପରେ ସେ ପ୍ରଥମ ଥର ପାଇଁ IPL 2025 ମ୍ୟାଚ୍ ଖେଳିବାକୁ ଆସିଥିଲେ । ଟେଷ୍ଟ କ୍ରିକେଟରେ ତାଙ୍କ ଅବଦାନ ପାଇଁ ଫ୍ୟାନ୍ସମାନେ ଧଳା ଜର୍ସି ପିନ୍ଧି ତାଙ୍କୁ ଏକ ସ୍ୱତନ୍ତ୍ର ବିଦାୟ…