Below header

ଆସନ୍ତାକାଲିଠୁ ଫଟାଫଟ କ୍ରିକେଟ : ପ୍ରଥମ ମ୍ୟାଚର ଆୟ ପୁଲୱାମା ସହିଦଙ୍କ ନାଁରେ

ନୂଆଦିଲ୍ଲୀ : ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଫଟାଫଟ୍ କ୍ରିକେଟ୍ । ୫୧ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଦେଶୀ ଓ ବିଦେଶୀ ଖେଳାଳିଙ୍କ ଜଲଓ୍ଵା ଦେଖିବାକୁ ମିଳିବ । ପ୍ରଥମ ମ୍ୟାଚ୍ରେ କ୍ରିକେଟର ଦୁଇ ମହାରଥୀ ମହେନ୍ଦ୍ର ସିଂହ ଧୋନୀ ଓ ବିରାଟ କୋହଲୀଙ୍କ ମଧ୍ୟରେ ମୁକାବିଲା ହେବ । ଚେନ୍ନାଇ ସୁପରକିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ମଧ୍ୟରେ ମୁକାବିଲା ହେବ । ବେଙ୍ଗାଲୁର ପାଇଁ ବ୍ୟାଟିଂ ସମସ୍ୟା ହୋଇପାରେ । ସେହିପରି ସ୍ପିନ୍ ବିଭାଗ ଧୋନୀଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.