କୁଲଦୀପଙ୍କ ‘ବଲ୍‌ ଅଫ୍‌ ଦି ସେଞ୍ଚୁରୀ’, ଆଉ ଥରେ ଦେଖନ୍ତୁ ସେହି ଭିଡିଓ

ନୂଆଦିଲ୍ଲୀ : ଯେତେ ଥର ଦେଖିଲେ ବି ମଜା ଲାଗୁଛି ଯେତେ ଦେଖିଲେ ବି ନୂଆ ଲାଗୁଛି । ଆମେ କହୁଛୁ ଗତ ୧୬ ତାରିଖ ଦିନ ମାଞ୍ଚେଷ୍ଟର ଠାରେ ଖେଳା ଯାଇଥିବା ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଭାରତୀୟ ସ୍ପିନର କୁଲଦୀପ ଯାଦବ ଯେଉଁ ବଲ୍‌ ପକାଇ ପାକିସ୍ତାନର ଫର୍ମରେ ଥିବା ବ୍ୟାଟ୍‌ସମ୍ୟାନ୍‌ ବାବର ଆଜମଙ୍କୁ ଆଉଟ୍‌ କଲେ ତାହା ଥିଲା ‘ଡ୍ରିମ୍‌ ବଲ୍‌’ । ବଲ୍‌କୁ ବୁଝି ବି ପାରିଲେ ନାହିଁ । ବଲ୍‌ଟି ଅଫ୍‌ ଷ୍ଟମ୍ପ ବାହାରେ ପଡ଼ି ଭିତରକୁ ଏତେ ଜୋର୍‌ରେ ପଶିଥିଲା ଯେ ବାବର ଆଜମ୍‌ ତାକୁ ବୁଝିବା ପୂର୍ବରୁ କ୍ଲିନ୍‌ ବୋଲଡ୍‌ ହୋଇ ସାରିଥିଲେ । ତାକୁ ‘ବଲ୍‌ ଅଫ୍‌ ଦି ସେଞ୍ଚୁରୀ’ ନାଁ ଦିଆଯାଇଛି । ଆସନ୍ତୁ ଦେଖିବା କୁଲଦୀପଙ୍କ ସେହି ବୋଲିଂର ଭିଡିଓ ।…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.