ଇଂଲଣ୍ଡର ମାଞ୍ଚେଷ୍ଟର ସେମିଫାଇନାଲ ମୁକାବିଲା : ଟସ୍‌ ଜିତି ନ୍ୟୁଜିଲାଣ୍ଡର ବ୍ୟାଟିଂ ନିଷ୍ପତ୍ତି

ଇଂଲଣ୍ଡର ମାଞ୍ଚେଷ୍ଟରରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେଉଛି ମୁକାବିଲା। ଚଳିତ ଆଇସିସି ବିଶ୍ୱକପ୍‌ରେ କିଏ ପ୍ରଥମ ଦଳ ଭାବେ ଫାଇନାଲ୍‌କୁ ଯିବ ସେକଥା ଆଜି ସ୍ପଷ୍ଟ ହୋଇଯିବ । ତେବେ ନ୍ୟୁଜିଲାଣ୍ଡ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିବାର ନିର୍ଣ୍ଣୟ ନେଇଛି। ଅର୍ଥାତ୍‌ ମ୍ୟାଚରେ ପ୍ରଥମେ ଇଣ୍ଡିଆର ବୋଲିଂର ଜଲଓ୍ଵା ଦେଖିବାକୁ ମିଳିବ।

ଲିଗ୍‌ ପର୍ଯ୍ୟାୟ ଶେଷରେ ଭାରତ ରହିଛି ପଏଣ୍ଟ ତାଲିକା ଶୀର୍ଷରେ ଏବଂ ନ୍ୟୁଜିଲାଣ୍ଡ ଶେଷ ସ୍ଥାନରେ। ବିଶ୍ୱକପ୍‌ରେ ପ୍ରଥମଥର ଦୁଇ ଦଳ ଭିତରେ ଲଢ଼େଇ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.