ବିଶ୍ୱକପ୍‌ : ୧୬ ଓଭରରେ ପାକିସ୍ତାନର ୭୬ ରନ୍‌

ଲଣ୍ଡନ୍‌ : ଲର୍ଡ଼ସ୍‌ରେ ଚାଲିଛି ମହା ଲଢ଼େଇ । ପାକିସ୍ତାନ ଟସ୍‌ ଜିତି ବାଂଲାଦେଶ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରୁଛି । ବଡ଼ ସ୍କୋର କରିବା ଲାଗି ଆରମ୍ଭରୁ ପାକ୍‌ ବ୍ୟାଟ୍‌ସମ୍ୟାନ୍‌ ଜୋରସୋର ଉଦ୍ୟମ ଚଳାଇଛନ୍ତି । ପ୍ରଥମ ୧୬ ଓଭରରେ ପାକିସ୍ତାନ ଗୋଟିଏ ଓ୍ଵିକେଟ୍‌ ହରାଇ ୭୬ ରନ୍‌ କରିଛି । ରନ୍‌ ସଂଗ୍ରହ ହାର ରହିଛି ୪. ୭୧ । ଫକର ଜମନ୍‌ ୧୩ ରନ୍‌ କରି ଆଉଟ୍‌ ହୋଇଛନ୍ତି ।

Leave A Reply

Your email address will not be published.