ଟୋକିଓ ପାରାଅଲିମ୍ପିକ୍ସରେ ପ୍ରବୀଣ କୁମାରଙ୍କୁ ରୌପ୍ୟ ପଦକ, ମେଡାଲ ସଂଖ୍ୟା ୧୧କୁ ବୃଦ୍ଧି

ଟୋକିଓ ପାରାଅଲିମ୍ପିକ୍ସରେ ପ୍ରବୀଣ କୁମାରଙ୍କୁ ରୌପ୍ୟ ପଦକ। ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ଆଉ ଏକ ମେଡାଲ । ହାଇଜମ୍ପରେ ରୌପ୍ୟ ପଦକ ଜିତିଲେ ପ୍ରବୀଣ କୁମାର । ନୋଏଡାର ୧୮ ବର୍ଷୀୟ ପ୍ରବୀଣ ଟି ୪୪ ବର୍ଗରେ ୨.୦୭ ମିଟରର ଜମ୍ପ କରିଛନ୍ତି। ଦ୍ୱିତୀୟ ସ୍ଥାନରେ ରହିଛନ୍ତି ପ୍ରବୀଣ। ପ୍ରବୀଣଙ୍କ କୃତିତ୍ୱ ପରେ ଟୋକିଓ ପାରାଲିମ୍ପିକ୍ସରେ ଭାରତର ମେଡାଲ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.