ଦେଖନ୍ତୁ ବ୍ରିସ୍‌ବେନ୍‌ ଗାବାରେ ଋଷଭ ପନ୍ତଙ୍କ ଓ୍ଵିନିଂ ସଟ୍‌ ଭିଡିଓ

ଋଷଭ ପନ୍ତ ଅପରାଜିତ ୮୯ ରନ୍‌ କରି ଅଷ୍ଟ୍ରେଲିଆ ବିପକ୍ଷରେ ଭାରତକୁ ଜିତାଇ ଦେଲେ । ତାଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ମିଳିଛି । ଏହି ଐତିହାସିକ ସିରିଜ୍‌ ବିଜୟ ପରେ ଟିମ୍‌ ଇଣ୍ଡିଆ ପାଇଁ ୫ କୋଟି ଟଙ୍କାର ବୋନସ୍‌ ଘୋଷଣା କରିଛି ବିସିସିଆଇ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.