କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ରୀଙ୍କ ସଫଳତା, ଫିଡେ ମାଷ୍ଟର ସାଇନା ସାଲୋନିକାଙ୍କୁ ରୌପ୍ୟ ପଦକ
କେନ୍ୟୁଜ୍: ଫିଡେ ମାଷ୍ଟର ସାଇନା ସାଲୋନିକାଙ୍କୁ ରୌପ୍ୟ ପଦକ । କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ରୀ ସାଇନାଙ୍କୁ ଏହି ସଫଳତା ମିଳିଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ୧୬ବର୍ଷରୁ କମ୍ ପଶ୍ଚିମ ଏସିଆ ବାଳିକା ଯୁବ ଚେସ୍ ଚାମ୍ପିଅନସିପରେ ତାଙ୍କୁ ଏହି ସଫଳତା ମିଳିଛି । ଏହା ହେଉଛି ସାଇନାଙ୍କ ୧୬ ତମ ଅନ୍ତର୍ଜାତୀୟ ମେଡାଲ । ଏହି ସଫଳତା ପରେ ସାଇନାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଳିଙ୍ଗ ଟିଭି ଦିଲ୍ଲୀ ବ୍ୟୁରୋ ଚିଫ ଆଶୁତାଷ ରାଉତ ।