ୟାଙ୍କୁ ଦରକାର କଶ୍ମୀର . . . . ଲଜ୍ଜାଜନକ ପରାଜୟ ପରେ ସୋସିଆଲ୍‌ ମିଡିଆରେ ଉଡୁଛି ପାକର ମଜାକ୍‌

ବିଶ୍ୱକପର ପ୍ରଥମ ମ୍ୟାଚରୁ ହିଁ ଅତ୍ୟନ୍ତ ଲଜ୍ଜାଜନକ ଭାବରେ ଖେଳିଛି ପାକିସ୍ତାନ । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ମାତ୍ର ୧୦୫ ରନରେ ଅଲଆଉଟ୍‌ ହୋଇଯାଇଥିଲା । ଆଉ ଜବାବରେ ୱେଷ୍ଟଇଣ୍ଡିଜ୍ ମାତ୍ର ୧୩.୪ ଓଭରରେ ୧୦୬ ରନର ଲକ୍ଷ ହାସଲ କରିନେଇଥିଲା ।

ତେବେଏହି ଲଜ୍ଜାଜନକ ପରାଜୟ ପରେ ସୋସିଆଲ୍‌ ମିଡିଆରେ ଉଡୁଛି ପାକିସ୍ତାନର ମଜାକ୍‌ । ନଜର ପକାନ୍ତୁ କିଛି ମଜାଦାର କମେଣ୍ଟ ଉପରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.