ଆଜି ରାଜସ୍ଥାନ ରୟାଲ୍ସକୁ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସ, ମ୍ଯାଚ ଜିତିବାକୁ ରୋହିତ କରିବେ ସମସ୍ତ ପ୍ରୟାସ

ଆଜିର ଆଇପିଏଲ ମ୍ଯାଚରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ରାଜସ୍ଥାନ ରୟାଲ୍ସ ପଏଣ୍ଟ ତାଲିକାରେ ୬ଷ୍ଠ ସ୍ଥାନରେ ରହିଛି। ସେହିପରି ମୁମ୍ବାଇ ପଏଣ୍ଟ ତାଲିକାରେ ୭ମ ସ୍ଥାନରେ ରହିଛି। ଚେନ୍ନାଇ ଏବଂ ଦିଲ୍ଲୀ ପ୍ଲେ ଅଫରେ ନିଜର ସ୍ଥାନ ପକ୍କା କରିନେଇଛନ୍ତି। ଆଜିର ମ୍ଯାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୋହିତଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ରହିଛି।

ସମ୍ଭାବ୍ୟ ରାଜସ୍ଥାନ ରୟାଲ୍ସ: ସଞ୍ଜୁ ସାମସନ୍ (ଅଧିନାୟକ), ଏଭିନ୍ ଲୁଇସ୍, ଯଶସ୍ବୀ ଜୟସ୍ବାଲ, ଲିଆମ ଲିଭିଂ‌ଷ୍ଟୋନ୍, ମହିପାଳ ଲୋମରର୍‌, ରାହୁଲ ତିୱାତିଆ, ରିୟାନ୍ ପରାଗ, କ୍ରିସ୍ ମୋରିସ୍, ଚେତନ ସାକାରିଆ, କାର୍ତ୍ତିକ ତ୍ୟାଗି, ମୁସ୍ତାଫିଜୁର ରହମାନ।

ସମ୍ଭାବ୍ୟ ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନାୟକ), କ୍ବିଣ୍ଟନ୍ ଡି’କକ୍, ସୂର୍ଯ୍ୟକୁମାର ଯାଦବ, ସୌରଭ ତିୱାରୀ, କିରଣ ପୋଲାର୍ଡ, ହାର୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ନାଥନ କୁଲଟର ନାଇଲ୍, ଜୟନ୍ତ ଯାଦବ, ଯଶପ୍ରୀତ ବୁମ୍‌ରା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.