ସେମିରେ ଏଣ୍ଟ୍ରି କଲେ କଲେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ଆଉ ଗୋଟିଏ ମ୍ୟାଚ୍‌ ଜିତିଲେ ପଦକ ସୁନିଶ୍ଚିତ

ସେମିରେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ। କ୍ୱାର୍ଟର ଫାଇନାଲରେ ଇରାନର ମୋର୍ଟେଜା ଚେକା ଭିୟାସିଙ୍କୁ ହରାଇ ସେମି ଫାଇନାଲରେ ଏଣ୍ଟ୍ରି କରିଛନ୍ତି। ପୁରୁଷ ୬୫ କେଜି ବର୍ଗରେ ଦୁହିଁଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା। ତେବେ ପ୍ରତିପକ୍ଷ ଖେଳାଳିଙ୍କୁ ଚିତ୍‌ କରି ପୁନିଆ ଦମଦାର ପ୍ରଦର୍ଶନ କରିବା ସହ ସେମିରେ ପହଞ୍ଚିଛନ୍ତି ।


ଆଜିର କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ବଜରଙ୍ଗ ପୁନିଆ ଇରାନ୍‌ର ମୁତର୍ଜୀ ଘିୟାସୀ ଚେକାଙ୍କୁ ୨-୧ରେ ହରାଇଛନ୍ତି। ଟୋକିଓରେ ଭାରତ ପାଇଁ ଲଢ଼ୁଥିବା ବଜରଙ୍ଗ ପୁନିଆଙ୍କୁ ଏହି ବିଜୟ ଭିକ୍ଟ୍ରି ବାଇ ଫଲ୍‌ ଆଧାରରେ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.