ବିଶ୍ୱ ଟେଷ୍ଟ କ୍ରିକେଟ୍‌ରେ ସବୁଠୁ ଅଧିକ ରନ୍ ସ୍କୋରର, ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି

ନୂଆଦିଲ୍ଲୀ: ଲଗାତର ଚତୁର୍ଥ ବର୍ଷ ପାଇଁ ବିଶ୍ୱ ଟେଷ୍ଟ କ୍ରିକେଟ୍‌ରେ ସବୁଠୁ ଅଧିକ ରନ୍ ସ୍କୋରର ହୋଇଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲୀ । ବର୍ଷ ୨୦୧୯ରେ ବିରାଟ କୋହଲୀ ୨୪୫୫ ରନ୍ କରିଛନ୍ତି । ୨୦୧୬, ୨୦୧୭, ଓ ୨୦୧୮ରେ ମଧ୍ୟ ବିରାଟ ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି । ଜାରି ହୋଇଥିବା ଆଇସିସି ଟେଷ୍ଟ ର‍୍ୟାଙ୍କିଙ୍ଗରେ ୯୨୮ ପଏଣ୍ଟ ସହ ଏକ ନମ୍ବର ସ୍ଥାନରେ ରହିଛନ୍ତି । ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲାଣ୍ଡର କେନ୍ ଓ୍ଵିଲିୟମ୍‌ସନ୍ ତୃତୀୟ ସ୍ଥାନରେ ରହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.