ଝିଅ ସହିତ ଲଞ୍ଚ ଡେଟ୍‌ରେ ବିରାଟ, ଲଣ୍ଡନରୁ ବାପ-ଝିଅଙ୍କ ଫଟୋ ଭାଇରଲ

ସୋସିଆଲ ମିଡିଆରେ ବିରାଟ ଏବଂ ଭାମିକାଙ୍କ ଫଟୋ ଭାଇରଲ ହେବାରେ ଲାଗିଛି । ଦୁହେଁ ରେଷ୍ଟୁରାଣ୍ଟରେ ବସି ଖାଉଥିବା ବେଳର ଫଟୋ ଭାଇରଲ ହେଉଛି । ଭାମିକାକୁ ଦେଖି ଲୋକେ ବିଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି ।

ବିରାଟ କୋହଲି ଏବେ ପରିବାର ସହିତ ଲଣ୍ଡନରେ ଛୁଟି କାଟୁଚନ୍ତି । ଆଉ ବିରାଟ ଏବଂ ଝିଅ ଅନୁଷ୍କାଙ୍କ ଫଟୋ ଏବେ ଭାଇରଲ ହେବାରେ ଲାଗିଛି । ଭାମିକା ବାପାଙ୍କ ସହିତ ରେଷ୍ଟୁରାଣ୍ଟରେ ବସି ଖାଉଥିବାର ଦେଖିବାକୁ ମିଳିଛି । ଗତକିଛିଦିନ ତଳେ ଅନୁଷ୍କା ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ।

ଅନୁଷ୍କା ଶିଶୁପୁତ୍ରକୁ ଜନ୍ମଦେବା ପରେ ଲଣ୍ଡନରେ ପରିବାର ସହିତ ରହିଛନ୍ତି । ସୋସିଆଲ ମିଡିଆରେ ବିରାଟ ଏବଂ ଭାମିକାଙ୍କ ଫଟୋ ଭାଇରଲ ହେବାରେ ଲାଗିଛି । ଦୁହେଁ ରେଷ୍ଟୁରାଣ୍ଟରେ ବସି ଖାଉଥିବା ବେଳର ଫଟୋ ଭାଇରଲ ହେଉଛି । ଭାମିକାକୁ ଦେଖି ଲୋକେ ବିଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି । କେତେ ଜଲଦି ବଡ ହୋଇଯାଇଥିବା ଲୋକେ କହୁଛନ୍ତି । ଦୁହେଁ ବ୍ଲାକ-ହ୍ଵାଇଟର ଆଉଟଫିଟ୍‌ ପିନ୍ଧିଛନ୍ତି । ୟୁଜର୍ସ ଲେଖିଛନ୍ତି, କିଙ୍ଗ ଉଇଥ ପ୍ରିନସେସ୍‌ ।

ସୂଚନାଯୋଗ୍ୟ, ଫେବୃଆରୀ ୧୫ ତାରିଖରେ ଅନୁଷ୍କା ଦ୍ୱିତୀୟ ସନ୍ତାନକୁ ଜନ୍ମଦେଇଥିଲେ । ବିରାଟ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଥିଲେ । ବିରାଟଙ୍କ ପୁଅ ନା ଅକାୟ ରହିଥିବା ଝିଅ ନାମ ଭାମିକା । ଅନୁଷ୍କା ଗର୍ଭବତୀ ଥିବା ଯୋଗୁଁ ବିରାଟ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍‌ ପଡିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.