Below header

ଟିକଟକରେ ଭାଇରାଲ୍ ହେଲା ବିରେନ୍ଦ୍ର ସେହୱାଗଙ୍କର ଏହି ଭିଡିଓ, ଦେଖନ୍ତୁ କେମିତି କହି କହି ମାରିଥିଲେ ଛକା

ଟିକଟକରେ ପ୍ରତିଦିନ ଭଳି ଆଜି ମଧ୍ୟ ବହୁ ମଜାଳିଆ ଭିଡିଓ ଟପ୍ ଟ୍ରେଣ୍ଡରେ ରହିଛି । ଯାହାକୁ ଦେଖି ଆପଣ ମଧ୍ୟ ନିଜ ହସକୁ କଣ୍ଟ୍ରୋଲ୍ କରିପାରିବେନାହିଁ । ଟିକଟକରେ ବହୁ ସେଲିବ୍ରେଟିସଙ୍କର ଭିଡିଓ ଭାଇରାଲ୍ ହୋଇସାରିଛି । ଏହି ପରିପେକ୍ଷୀରେ ବିରେନ୍ଦ୍ର ସେହୱାଗଙ୍କର  ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ସେ କହୁଛନ୍ତି କି, କେମିତି ସେ ପାକିସ୍ତାନର କ୍ୟାପଟେନଙ୍କୁ କହି କହି ଛକା ମାରିଥିଲେ ।

ବିରେନ୍ଦ୍ର ସହୱାଗଙ୍କର ଏହି ଭିଡିଓକୁ ଖୁବ୍ ପସନ୍ଦ କରାଯାଉଛି । ଅନ୍ୟପଟେ ପାକିସ୍ତାନର ଅହମ୍ମଦ ଶାହଙ୍କର ନୂଆ ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି । ଯାହାଙ୍କର ପିଛେ ଦେଖୋ ପିଛେ ଦେଖୋ ଭିଡିଓ ବହୁଳ ଭାବେ ଭାଇରାଲ୍ ହୋଇଥିଲା । ବର୍ତ୍ତମାନ ସେ କୁକୁଡା ସହିତ ଛିଡା ହୋଇଛନ୍ତି । ଟିକଟିକର ଟ୍ରେଣ୍ଡିଙ୍ଗରେ ଥିବା ଏମିତି କିଛି ଭିଡିଓ ଦେଖନ୍ତୁ ।

tiktok

ଏହାସହ ପଢନ୍ତୁ:

ହସ୍ପିଟାଲ୍‌ ଶେଯରେ ଶୋଇ ଚର୍ଚ୍ଚାରେ ପାଣ୍ଡ୍ୟା, ଜାଣନ୍ତୁ ଚର୍ଚ୍ଚିତ ହେବା ପଛରେ ରହିଛି କ’ଣ କାରଣ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.