Below header

୩ଦଫା ଦାବି ନେଇ ଆଜି ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ

କଣ୍ଟାମାଳ: ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ। କଣ୍ଟାମାଳକୁ ଉପଖଣ୍ଡ ମାନ୍ୟତା, ତେଲନଦୀ ସେତୁ କାମ ଓ ସହରରେ ବେଆଇନ ଜବରଦଖଲ ଉଛେଦ ଆଦି ୩ଦଫା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ଫଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗମନାଗମନ ଠପ୍‌ ହୋଇଯାଇଛି। ବୌଦ୍ଧ ଜିଲ୍ଲା କୋଶଳ ସମନ୍ଵୟ ସମିତି ପକ୍ଷରୁ ବନ୍ଦ କରାଯାଇଛି। NH-୫୭ ରେ ପିକେଟିଂ କରାଯାଇ ସମିତି ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି। ଫଳରେ କମ୍ଟାମଳରୁ ବୌଦ୍ଧ, ସୋନପୁର ଓ ବାଲିଗୁଡାକୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସହରରେ ପୋଲିସ ମୁତୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.