ନୀଳଗିରି କଳାକାତର ଅସନବଣି ଗାଁରୁ ୧୪ ଫୁଟର ଅହିରାଜ ସାପ

ବାଲେଶ୍ୱର: ବାଲେଶ୍ୱର ନୀଳଗିରି ବ୍ଲକ କଳାକାତର ଅସନବଣି ଗାଁରୁ ବିରାଟ ଅହିରାଜ ସାପ ଉଦ୍ଧାର । ଉଦ୍ଧାର ସାପଟିର ଲମ୍ବ ୧୪ ଫୁଟ । ସାପଟି ଗାଁର ନାଉ ସିଂଙ୍କ ଘରେ ପଶି ଯାଇଥିଲା ।

ଖବର ପାଇ ସ୍ନେକ୍‌ ହେଲପ ଲାଇନ ସଦସ୍ୟ ପହଞ୍ଚି ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.