Below header

କଟକ: ଦୁଇ ହାଇୱେ ଲୁଟେରା ଗିରଫ, ବହୁଦିନ ଧରି କଟକ ଓ ଆଖପାଖ ଅଞ୍ଚଳରେ ଚଳାଇ ଆସୁଥିଲେ ଲୁଟ ତରାଜ୍

କଟକ(କେନ୍ୟୁଜ୍): କଟକ ସଦର ଥାନା ପୋଲିସ ହାତରେ ଧରାପଡ଼ିଲେ ଦୁଇ ହାଇୱେ ଲୁଟେରା। ଦୁର୍ଘଦିନ ହେବ କଟକ ଓ ଏହାର ଆଖପାଖ ଅଞ୍ଚଳରେ ଲୁଟ ପାଟ ଚଳାଇବା ସହ ଛିନତାଇ ମଧ୍ୟ  କରୁଥିଲେ । ଆଜି କଟକ ସଦର ଥାନା ପୋଲିସ  ଉଭୟଙ୍କୁ ଗିରଫ କରିବାରେ  ସଫଳ ହୋଇଛି। ସେମାନଙ୍କ ନାମରେ ଆଗରୁ ବିଭିନ୍ନ ଥାନାରେ ମାମଲା ରହିଥିବା ଜଣା ପଡିଛି।  ତେବେ ସେମାନଙ୍କ ଠାରୁ ୧୨ ହଜାର ଟଙ୍କା ଓ ୧୫ଟି ମୋବାଇଲ ଜବତ କରିଛି ପୋଲିସ।  ଜଣକଙ୍କ ନାମ ଦେବାଶିଷ ରାଉତରାୟ ଓ ଅନ୍ୟଜଣଙ୍କର ନାମ ଜାହିରୁଲ୍ ସାହ୍ ବୋଲି  ଜଣା ପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.