ଭୋଜି କରିବାକୁ ଆସିଥିବା ବେଳେ ଅଘଟଣ: ଇବ ନଦୀରେ ବୁଡ଼ି ଦୁଇ ଯୁବକ ନିଖୋଜ

ସୁନ୍ଦରଗଡ଼(କେନ୍ୟୁଜ୍):  ଝାରସୁଗୁଡାରୁ ଭୋଜି କରିବାକୁ ଆସିଥିବା ବେଳେ ଅଘଟଣ। ସୁନ୍ଦରଗଡ ତଲସରା ଥାନା ଇବ ନଦୀ କନା କୁଣ୍ଡରେ ଭାସିଗଲେ ଯୁବକ। କନା କୁଣ୍ଡ ପର୍ଯ୍ୟଟନ ସ୍ଥଳୀରେ ଏଭଳି ଅଘଟଣ ଘଟିଛି। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଦ୍ବାରା ଖୋଜାଖୋଜି ଜାରି ରହିଛି। ନିଖୋଜ ଯୁବକ ଦ୍ବୟ ହେଲେ ଚନ୍ଦନ ମେହେର ଓ ମୁକେଶ ମେହେର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.